STORYMIRROR

Suresh chandra Padhy

Romance

2  

Suresh chandra Padhy

Romance

ଝରକା

ଝରକା

1 min
63


ଝରକା ସେପଟେ ସିଏ ଚାହିଁଲା

ମୋ ମନ କୁ ଚୋରାଇ ନେଲା

ତା ସୁନ୍ଦର ରୂପରେ ଦିବାନା ହେଲି

ଯେଉଁ ଦିନ ଠୁ ଝରକା ସେପଟେ ଦେଖିଲି


ଝରକା ଖୋଲି ଦେଖୁଛି ତୋତେ

ତୁ ପରା ଭଲ ଲାଗୁଛୁ ମୋତେ

ଝରକା ସେ ପଟେ ତୋ ଘର

ପ୍ରିୟା ତୁ ନେଇଛୁ ମନ ମୋର


ତୋ ଦେହ ର ବାସ୍ନା ରେ ରହି ପାରୁ ନାହିଁ

ଝରକା ଖୋଲି ଯେବେ ଦେଉଛି ଚାହିଁ

ରୂପ ରାଇଜ ରେ ତୁ ମୋ ଅପସରି

ତୋ ପରି ଆଉ କିଏ ହେବ ସରି


କାଚ ଝରକା ନୁହେଁ ମୋର

ଭାଙ୍ଗି ଯିବ କେବେ

ମନ ଝରକା ଖୋଲି ଦେଇଛି

ଦେଖା ହେଲୁ ଯେବେ


ଆସିବୁ କେବେ କହ ପ୍ରିୟା ମୋର

ବୋହୁ ହୋଇ ଆସିବୁ ଖୋଲା ଅଛି ଦ୍ୱାର

ଝରକା ରେ ରହି ଆଉ ଆଖି ଠାର ମରନା ମୋତେ

ଲାଜେ ଲାଜେ ସରି ଗଲି ତୋ କଥା ଭାବି କେତେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance