STORYMIRROR

Rakesh Kumar Das

Inspirational

3  

Rakesh Kumar Das

Inspirational

ଫୁଲର ବାସ୍ନା ଆଗକୁ ମଣିଷର ପଛକୁ

ଫୁଲର ବାସ୍ନା ଆଗକୁ ମଣିଷର ପଛକୁ

1 min
53

ଫୁଲର ବାସ୍ନା ଆଗକୁ ମଣିଷର ବାସ୍ନା ପଛକୁ

କହି ହେଉଥାଏ ପରକୁ ମଲା ପରେ ପଚାରିବୁ କାହାକୁ

ବଞ୍ଚିଥିଲା ଯାଏ ନିଜ କର୍ମର ଶୁଣିବୁ ତୁ ଭାରି ମନ୍ଦ 

ମରିଗଲା  ପରେ କଣ ପାଇଁ କରୁ ତୁ ଏତେ ଦ୍ଵନ୍ଦ

ସ୍ୱାର୍ଥପର ଦୁନିଆରେ ସଭିଏଁ କରିଯାଅ ନିଜ କର୍ମ

କେହି ଏଠି ତୁମକୁ ବୁଝିବେ ନାହିଁ ସହି ଯାଅ ନିଜ ମର୍ମ

ଅନ୍ୟକୁ ଆଙ୍ଗୁଠି ଦେଖାଇବେ ସଭିଏଁ ପରା ଏଠାରେ

ନିଜ ସମୟ ଆସିଲେ  ଲୁଚିବେ ନିଜ ଘରେ ଘରେ 

ଲୋକଙ୍କ ଭିତରେ ଏମାନେ କରିଦିଅନ୍ତି ବିଭିନ୍ନତା

କାହୁଁ  ଆସିବ ସମାଜରେ ଏଠି ଦୃଢ଼ ସମାନତା

ଫୁଲର ବାସ୍ନା ଆଗକୁ ମଣିଷର ବାସ୍ନା ପଛକୁ 

କହି ହେଉଥାଏ ପରକୁ ମଲା ପରେ ପଚାରିବୁ କାହାକୁ ।।



Rate this content
Log in

Similar oriya poem from Inspirational