STORYMIRROR

Rakesh Kumar Das

Others

3  

Rakesh Kumar Das

Others

ଗରିବ ଝିଅର କୋରୋନା ବିବାହ

ଗରିବ ଝିଅର କୋରୋନା ବିବାହ

1 min
32

ସମସ୍ତେ ଜାଣନ୍ତି କୋରୋନା ଦେଶକୁ କରିଛି ଗ୍ରାସ

ତଥାପି ଆଜି ଗରିବ ବାପାଟି ନେଉଛି ଶାନ୍ତିରେ ନିଶ୍ୱାସ

ଝିଅଟିକୁ ବିବାହ କରିବ ବୋଲି ସାଇତିଛି କିଛି ମନ

ହେଲେ ଅର୍ଥ ପିପାସୁ ବରକୁ କିପରି ଦେବ ସେ ଧନ

ଘର  କରଣ କବାଟ  ତାଟି ସବୁ ସେ  ନେଇ ଯାଏ

ବେଳେ ବେଳେ ଲାଗେ ସତେ ଯେମିତି ଭଡାଘରକୁ ସେ ଯାଏ

ନିର୍ଦ୍ଦୟ ବିଚାର ଗରିବ ବାପା ପାଇଁ ଆଜି ଏ ଦୁନିଆର 

ଝିଅ ଟିଏ ନୁହେଁ ବୋହୁ ଟିଏ ନେବ ଏତେ ବାଛ ବିଚାର

ତଥାପି ଗରିବ ବାପାଟିଏ ଆଜି ମୁରୁକି ମୁରୁକି ହସୁଛି

ଏଇ କୋରୋନା ତାକୁ ତା ସ୍ୱାଧୀନତା ଫେରାଇ ଦେଇଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍