STORYMIRROR

Rakesh Kumar Das

Tragedy

3  

Rakesh Kumar Das

Tragedy

ଦରିଦ୍ରର ବନ୍ଧୁ

ଦରିଦ୍ରର ବନ୍ଧୁ

1 min
27

ଦରିଦ୍ରର ବନ୍ଧୁ ନୁହେଁ ଏଠି କେହି 

ବିପଦେ ଆପଦେ ପଚାରିବେ ନାହିଁ 

ଧନ ଥିଲା ବେଳେ ସଭିଏଁ ଆସନ୍ତି

ଧନ ର ଅଭାବେ ଦୁରେଇ ଯାଆନ୍ତି

ଧନାଭବେ ଠିଆ ହେଲେ ଧନୀବନ୍ଧୁ

ସରିଯିବ କାଳେ ସବୁ ଧନ ଟଙ୍କାସିନ୍ଧୁ

ସେଥିପାଇଁ ବୋଧେ ଦୁରେଇ ଯାଆନ୍ତି

ଭିନ୍ନ ଭିନ୍ନ ଆଳାପ ଦେଇ ବୁଝାଇଥାନ୍ତି

ଦାରିଦ୍ର୍ୟତା ନୁହେଁ ଏକ ବଡ଼ ଅଭିଶାପ

ବିନା କର୍ମେ ଏହା ବନିଯାଏ ବଡ଼ ପାପ

ପ୍ରଶ୍ନ ଉଠେ ଦରିଦ୍ର ର ବନ୍ଧୁ ଜାଣିବ କିପରି

ବିପଦେ ଆପଦେ ଯିଏ ଠିଆ ସର୍ବୋପରି

ଦରିଦ୍ରର ବନ୍ଧୁ କେବେ ଦେବେ ନାହିଁ ଧୋକା

ଧନ ପାଇଁ ମନ ରଖୁଥିବା ବନ୍ଧୁ ଖୋଜୁଥାଏ ମୌକା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy