STORYMIRROR

Jyotsna Acharya

Abstract Others

4  

Jyotsna Acharya

Abstract Others

ସୁଶୋଭିତ ଧରା

ସୁଶୋଭିତ ଧରା

1 min
277

ଶାନ୍ତ କୋମଳ 

ରୂପା ଫୁଲ ଶୁଭ୍ର

କାଶଦଣ୍ଡି ଆଜି ଖେଳେ,

ମା'ର ଆଗତ 

ହସ ହସ ରତ

ଧରଣୀ ମା' ର କୋଳେ।

ଧବଳ ପର୍ବତ

ହିମାଳୟ ସୂତା

ଶୈଳପୁତ୍ରି ନାମେ,

ସୁଧ ପବିତ୍ର

କଳ କଳ ନାଦ 

ଝରଣା ଆନନ୍ଦେ ଗାଏ।

ସୁନ୍ଦର ଧବଳ

ମଲ୍ଲୀ, ଗୋଲାପ 

ଖେଳନ୍ତି ସତେ ଡାଳରୁ ଡାଳେ,

ମନ ସୁଭାଶିତ

ସୁଧ ଗଂଙ୍ଗା ଚିତ୍ତ

ହୃଦୟେ ଭରି ଜ୍ଞାନ ପ୍ରକାଶେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract