Audio

Forum

Read

Contests

Language


Write

Sign in
Wohoo!,
Dear user,
ଦଶାନନର ଭିକ୍ଷା
ଦଶାନନର ଭିକ୍ଷା
★★★★★

© Prasanna Kumar Madala

Abstract

1 Minutes   6.7K    10


Content Ranking

ଦଶାନନର ଭିକ୍ଷା 

 

ସୂର୍ଯ୍ୟବଂଶୀ କୂଳବଧୁ 

ବୈଦେହୀ ତ ସଂକଳ୍ପ କଲେ 

ପ୍ରଥମ ପାଦ ଥୋଇ 

ଅଯୋଧ୍ୟାର ରାଜନିବାସେ 

ପରମ୍ପରାର ଅନୁସାରେ ଅନୁଷ୍ଠାନ 

ପ୍ରଥମ ଭିକ୍ଷା ଦାନ ପାଇଁ 

ଏପରି ଦ୍ବିଜଶ୍ରେଷ୍ଠେ, ଯିଏ କେବେ 

ଭିକ୍ଷା ନେଇ ନଥିବ କି ପରେ ନେବନାହିଁ । 

ପାତ୍ର ଚୟନ କଲେ ଗୁରୁ ଗଣେ 

ରାବଣ ଠୁଁ ଯୋଗ୍ୟ ନାହାନ୍ତି ବ୍ରାହ୍ମଣେ 

ସିଏ ପୁଣି ଯାଚନା କଲେ ସୀତା ମାତା 

ସ୍ବୟଂ ଚାଲନ୍ତୁ ସାଥେ, 

ଆରାଧନା କରି ନିରନ୍ତର 

ମୋକ୍ଷ ହେବ ବୋଲି ନାରାୟଣ ହାତେ। 

ପ୍ରକାଶିଲେ ସୀତା ଅକ୍ଷମତା 

ଆଉ ସଂକଳ୍ପବଦ୍ଧ ଦଶାନନ 

କହିଗଲା ଆଉଥରେ କେବେ 

ଭିକ୍ଷା ରୂପେ ନେଇ ଯିବା ପାଇଁ 

ମୋକ୍ଷ ହେବ ବୋଲି ନାରାୟଣ ହାତେ 

ସ୍ବ ବଂଶ ସହିତେ ।। 

 

କବି - ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମାଦଳା 

ପୌରାଣିକ ରହସ୍ୟ

Rate the content


Originality
Flow
Language
Cover design

Comments

Post


Some text some message..