Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ
ଜୀବନ
★★★★★

© Titi Sarangi

Inspirational

1 Minutes   6.6K    3


Content Ranking

ମୃତ୍ୟୁର ବଂଶୀ ଶୁଣାଏ ଜୀବନର ଜୟଯାତ୍ରା

ମରି ମରି ଯାଏ ଯେବେ ଅଜ୍ଞତାର ସତ୍ତା ।

ଜୀବନ୍ଯାସ ପାଉଥାଏ ନୂତନ ଜୀବନ

ନିଜକୁ ପାଖରେ ପାଏ ଚିରି ଆବରଣ ।

ତୁଛ ପରିଚୟ ମଧ୍ୟେ ସେଇ ତୋ ଠିକଣା

ସର୍ବାନନ୍ଦ ସୁର ତୋଳେ ଜୀବନର ବୀଣା ।

ନିଜକୁ ମାରିଲେ ସିନା ହେବ ସ୍ୱର୍ଗପ୍ରାପ୍ତି

ଜୀବନ କାରଣ ସେଇ ଲକ୍ଷ୍ୟ ପଥେ ଗତି ।

ଜୀବନ ଜୟଯାତ୍ରା ଆବରଣ

Rate the content


Originality
Flow
Language
Cover design

Comments

Post


Some text some message..