Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Titi Sarangi

Inspirational

2  

Titi Sarangi

Inspirational

ଜୀବନ

ଜୀବନ

1 min
6.6K


ମୃତ୍ୟୁର ବଂଶୀ ଶୁଣାଏ ଜୀବନର ଜୟଯାତ୍ରା

ମରି ମରି ଯାଏ ଯେବେ ଅଜ୍ଞତାର ସତ୍ତା ।

ଜୀବନ୍ଯାସ ପାଉଥାଏ ନୂତନ ଜୀବନ

ନିଜକୁ ପାଖରେ ପାଏ ଚିରି ଆବରଣ ।

ତୁଛ ପରିଚୟ ମଧ୍ୟେ ସେଇ ତୋ ଠିକଣା

ସର୍ବାନନ୍ଦ ସୁର ତୋଳେ ଜୀବନର ବୀଣା ।

ନିଜକୁ ମାରିଲେ ସିନା ହେବ ସ୍ୱର୍ଗପ୍ରାପ୍ତି

ଜୀବନ କାରଣ ସେଇ ଲକ୍ଷ୍ୟ ପଥେ ଗତି ।


Rate this content
Log in

Similar oriya poem from Inspirational