STORYMIRROR

Titi Sarangi

Others

2  

Titi Sarangi

Others

କିଛି କଥା ଆମର

କିଛି କଥା ଆମର

1 min
13.5K


ମୁଁ ,"ମୋ ଆଖି ଵିଷୟରେ କିଛି କୁହ ।"

ତୁମେ ,"ସେମାନଙ୍କୁ ରାସ୍ତାରେ ରଖ ।"

ମୁଁ,"ମୋ ସ୍ବପ୍ନମାନଙ୍କୁ କ'ଣ କରିଵି?"

ତୁମେ,"ସେମାନଙ୍କୁ ଉଜ୍ଜିଵୀତ ରଖ ।"

ମୁଁ ,"ମୋ ହୃଦୟ ଵିଷୟରେ କିଛି କୁହ ।"

ତୁମେ,"କ'ଣ ଅଛି ସେଠି ?"

ମୁଁ,"କିଛି କ୍ଷତ ଆଉ ଦୁଃଖ "

ତୁମେ,"ସେଇମାନଙ୍କ ସହିତ ବଞ୍ଚିଵା ଶିଖ ।

ସେଇମାନଙ୍କ ଭିତର ଦେଇ ହିଁ ଆଲୋକ ଆସେ ।"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍