STORYMIRROR

Asish Behera

Children

3  

Asish Behera

Children

କାତ୍ୟାୟନୀ

କାତ୍ୟାୟନୀ

1 min
133

କାତ୍ୟାୟନୀ ମହର୍ଷିଙ୍କ

କଠୋର ତପରେ

ସନ୍ତୁଷ୍ଟ ହୋଇଯେ ମାତ

ଜନ୍ମିଲ ଯେ ଘରେ  


ତାଙ୍କ ନାମେ ତୁମେ ମାତ

ଷଷ୍ଠେ ପୂଜା ପାଅ

ପ୍ରଣାମ କରୁଛି ମାଆଗୋ

ଆଶିଷ ଯେ ଦିଅ II



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children