ଶୀତ ଅନୁଭୂତି
ଶୀତ ଅନୁଭୂତି
ଚତୁଃପାର୍ଶ୍ୱର୍ ଶୀତଳତା ଦେହକୁ ଥରେଇ ଦଉଛି ଦୁଇ ଓ ତିନିଟା ଚାଦର୍
ମୋତେ ତ ଅଭାବ ପଡୁଛି ଭଲଗୁଛି ଭଲ ଲାଗୁଛି ଶୀତଅନୁଭୂତି ଭାରି ଭଲ ଲାଗୁଛି
ଶୀତ ବସ୍ତ୍ର ମୁହିଁ ପିନ୍ଧୁଛି ଶୀତ ରୁ ରକ୍ଷା ତ ମିଳୁଛି ଦେହକୁ ସୁନ୍ଦର ଦିଶୁଛି
ଖିଲି ଖିଲି ମୁହିଁ ହସୁଛି ଭଲ ଲାଗୁଛି ଭଲ ଲାଗୁଛି ଶୀତଅନୁଭୂତି ଭାରି ଭଲ ଲାଗୁଛି
ଗରମ ଛଣା ଛଣୀ ଖାଦ୍ୟ ସନ୍ଧ୍ୟା ରେ ଆନନ୍ଦ ଦଉଛି ସକାଳୁ ସକାଳୁ
ଚାଆ ର ବହୁତ ଆଦର ବଢୁଛି ଭଲ ଲାଗୁଛି ଭଲ ଲାଗୁଛି ଶୀତ ଅନୁଭୂତି ଭାରି ଭଲ ଲାଗୁଛି
