STORYMIRROR

Raja Sekhar CH V

Abstract Action Inspirational

3  

Raja Sekhar CH V

Abstract Action Inspirational

ଉପଦେଷ୍ଟା

ଉପଦେଷ୍ଟା

1 min
121

ଗୁରୁ ଗୁରୁଜନ ହେଉଛନ୍ତି ଅସୀମିତ ଜ୍ଞାନନିଧି,

ପ୍ରତ୍ୟେକ ବିଦ୍ୟାର୍ଥୀକୁ ପ୍ରଦାନ କରନ୍ତି ଗୁଣନିଧି,

ଉପଦେଷ୍ଟାଙ୍କ କାର୍ଯ୍ୟରେ ନାହିଁ ଅବଧି ପରିଧି,

ଧନ୍ୟ ତାଙ୍କର ବ୍ୟାଖ୍ୟାନ ବିଦ୍ୟାଦାନର ଉପାଧି,

ଏହା ସ୍ୱୟଂ ସଙ୍ଘ ସମାଜରେ ଉତ୍କୃଷ୍ଟ ଉପଲବ୍ଧି ।


ବହୁ ବିଶିଷ୍ଟ ଯେ ପ୍ରତି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରତ୍ୟେକ ଭାଷ୍ୟ,

ଗୁରୁଜନଙ୍କୁ ମାନନା ମାନ୍ୟତା ଦିଅନ୍ତୁ ସମସ୍ତ ଉତ୍ସୁକ ଶିଷ୍ୟ,

ତେବେ ବିଦ୍ୟାର୍ଥୀ ଗଠନ କରି ପାରିବେ ନିଜ ସୁସ୍ପଷ୍ଟ ଭବିଷ୍ୟ,

ମାତା-ପିତା ସମାଜ ସମୂହ ପାଇଁ ହେବେ ଯେ ଯୋଗ୍ୟ ମନୁଷ୍ୟ,

ଅନନ୍ତର ଅବଶ୍ୟ ହେବେ ମହାର୍ଘ ଉପଯୁକ୍ତ ଦକ୍ଷ ବ୍ୟକ୍ତି ବିଶେଷ୍ୟ ।


Rate this content
Log in

Similar oriya poem from Abstract