Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Comedy Abstract Others

2  

Chittaranjan Lenka

Comedy Abstract Others

ଏଇ ତ ଦୁନିଆ

ଏଇ ତ ଦୁନିଆ

1 min
6.7K


ସତ କଥା ଏହା    ପ୍ରଶଂସାଠୁ ବେଶି

ନିନ୍ଦା ଗାନ ଲାଗେ ଭଲ

ସେଥିପାଇଁ ତାକୁ   ସହଜ ଭାବରେ

ଅନେକ କରନ୍ତି ଗେଲ


ଯେତେବେଳେ ନିଜେ   ସେ ନିନ୍ଦା ଗାନର

ହୋଇଥାଆନ୍ତି ଶିକାର

ଅସଲ ଦୁଃଖଟା  ବୁଝିପାରିଥାନ୍ତି ଦୁନିଆ ଏହି ପ୍ରକାର


ଠୋକର ଖାଇଲେ    କେତେକ ଚରିତ୍ର

ସହଜେ ଯାଏ ସୁଧୁରି

ହେଲେ ଆଉ କିଛି     ବଦଳି ନ ଥାନ୍ତି

କୁକୁର ଲାଙ୍ଗୁଡ ପରି



ଚିତ୍ତ ରଞ୍ଜନ ଲେଙ୍କା (କଟକ)


Rate this content
Log in

Similar oriya poem from Comedy