Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krushna Chandra Dakua

Abstract

5.0  

Krushna Chandra Dakua

Abstract

ଭ୍ରମଣ ଭଉଁରି

ଭ୍ରମଣ ଭଉଁରି

1 min
199


ଭାବିତ ନଥିଲି ପ୍ରିୟା

ସାଥେ ମୋ ରହିବ ବୋଲି

ଏ କଥା ସତ ହେଲେବି 

ବିଶ୍ୱାସ ଲାଗୁନି

କଥା ବାଣ୍ଟି ଦେବକୀ 

ଗହଳ ଭିତରେ କାଲି

ନିଷ୍ଟୁର ସମୟଟା 

ସାଥ୍ ଦେବ ନାହିଁ 

ମୁରୁକି ହସି ବୋଧେ 

ମୋ ପାଖୁ ଯିବ ଚାଲୀ

ସମୟଟା ସତେ 

ଏଡ଼େ ଭୟଙ୍କାରି

ସଭିଏଁ ସାଥେ ରହି 

ବୋଧେ ଦେବକୀ 

ଅଲଗା କରି

ମୋ ଜୀବନ ବାଟେ 

ମୂଁ ଜେ ଏକା ବାଟୋଇ

ଆଊ ବେଶି କହୁ ନାହିଁ

ଆଗକୁ ପାଦ ଦେଉଚି ପକାଇ

ଦୁହ୍ନେ ମିଶି ବୁଲିବା ପାଇଁ

ଯୁଗେ ଯୁଗେ ଚାହିଁ ରହିଥିବି ଅନାଇ

ଏହା କେବେ ସତ ହେବ ନାହିଁ

ବୋଧେ ତାହା

ଆମ ଦୁହିଁଙ୍କ ଭାଗ୍ୟରେ ନାହିଁ.....!!



Rate this content
Log in

Similar oriya poem from Abstract