STORYMIRROR

Reeta aparajeeta Mohanty

Abstract

1  

Reeta aparajeeta Mohanty

Abstract

ପରିଚୟ

ପରିଚୟ

1 min
132

ମୁଁ ଯଦି ମୁଁ ହେଇନଥାନ୍ତି

ଆଉ କଣ ହେଇଥାନ୍ତି .......????

ପୃଥିବୀ ନହେଲେ ସୂର୍ଯ୍ୟ ଙ୍କ ଚାରିପଟେ

ଘୁରିବୁଲୁଥାନ୍ତି ।

ମୋ ଅସ୍ତିତ୍ବ ସାରା ବିଶ୍ଵ ରେ ଖଣ୍ଡିତ

ହେଇପଡ଼ିଥାନ୍ତା .......।

ମୋ ପରିଚୟ ସମସ୍ତଙ୍କ ପାଇଁ

ଅପହଞ୍ଚ ହେଇଥାନ୍ତl

ମତେ ପୁଣି ସମସ୍ତେ ଖୋଜିବୁଲନ୍ତି ଏଣେତେଣେ

ମୁଁ ଯାହା ହେଇଛି ଠିକ ହେଇଛି

ମୁଁ ଯଦି ମୁଁ ହେଉ ନଥାନ୍ତି

ଆଉ କଣ ହେଇଥାନ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract