STORYMIRROR

Manju Rath

Abstract

3  

Manju Rath

Abstract

ସୂର୍ଯ୍ୟାସ୍ତର ନାଲି ବିନ୍ଦୁ

ସୂର୍ଯ୍ୟାସ୍ତର ନାଲି ବିନ୍ଦୁ

1 min
357

କେଉଁ ଦିନୁ ଛାଡି ଚାଲି ଆସିଲିଣି ମୋ ଭିଟାମାଟିକୁ ।

ଯେଉଁ ଦିନୁ ରହିଲେ ମୋ ପୁଅ ବୋହୂ ସହରର ଚାକଚକ୍ୟ ଭିତରେ । ସେମାନଙ୍କ ସଂସାର ଭିତରେ ମୁଁ ଏକ ଅଜଣା ଚରିତ୍ର ।

ତଥାପି ମୁଁ ବଞ୍ଚି ରହିଥାଏ ରକ୍ତ ସଂପର୍କର ଡୋରି ସହୱ


ଏହି ସହର ରେ କାହାର କାହା ସହିତ ସମ୍ପର୍କ ନାହଁ

ସକାଳୁ କର୍ମ କ୍ଷେତ୍ରକୁ ବାହାରି ରାତି କୁ ଫେରନ୍ତି କର୍ମଜୀବୀ ଦମ୍ପତି।

ରାତି ଘଡିକ ଶୋଇଯାଇ ସକାଳର ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ପୁଣି ଚାଲି ଯାଆନ୍ତି ନିଜ ନିଜ ଗନ୍ତବ୍ୟ ପଥରେ

ପଦେ ମିଠାବୋଳା କଥା କହିବା ପାଇଁ କାହା ପାଖରେ ସମୟ ନ ଥାଏ।

ଏହି ଅଣନିଶ୍ବାସୀ ବାତାବରଣରେ ମୋ ନୀରବତା

ମୋତେ ଖାଇ ଗୋଡାଉଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract