STORYMIRROR

SACHALA GURU

Crime

3  

SACHALA GURU

Crime

ପ୍ରିୟ ସି - ଫାଇ

ପ୍ରିୟ ସି - ଫାଇ

2 mins
194

  • ପୁଣ୍ୟ ପବିତ୍ର ଭାରତ ଭୁଇଁରେ ଜନ୍ମ ନେଇ ଯେ ନିଜ ଜନ୍ମ ଭୂମି ପ୍ରତି ଅତ୍ମୀୟତା ନିଷ୍ଠା ଭଲପାଇବା ରହିଥାଏ ତାହାପ୍ରତି ଯଦି ଅନ୍ୟାୟ ଅତ୍ୟାଚାର ସୃଷ୍ଟି ହେଲେ ସେ କେବେ ସହି ପାରେ ନାହିଁ l ସେ ନିଜ ଜୀବନ କୁ ବାଜି ଲଗାଇ ସୈନ୍ୟ ବାହିନୀ ରେ ଯୋଗ ଦେଇଥାଏ l ସେହିପରି ଏକ ଆମ ପ୍ରିୟ ସୈନ୍ୟ ସେନା ବାହିନୀରେ ଯୋଗ ଦେଥିଲେ ବିକ୍ରମ ବାତ୍ରା l ସେ 1974 ମସିହା ସେପ୍ଟେମ୍ବର ମାସ ନଅ ତାରିଖ ଦିନ ହିମାଚଳ ପ୍ରଦେଶ ର ପାଲମ ପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ସେ ପାଲମ ପୁର ଡି ଏ ଭି ସ୍କୁଲ ରେ ପାଠ ପଢି ଏନ ସି ସି ରେ ସି ଲେବେଲ ରେ ପ୍ରମାଣ ପତ୍ର ପାଇଥିଲେ l ସେ ସାଧାରଣତନ୍ତ୍ର ଦିବସରେ ନୂଆ ଦିଲ୍ଲୀ ରେ ଅନୁଷ୍ଠିତ ହୋଇଥିବା ପ୍ୟାରେଡ଼ ରେ ଏନ ସି ସି ଦଳର ସଦସ୍ୟ ଥିଲେ l 
  • ସେ ପ୍ରଥମ ସେନା ବାହିନୀ ତେର ନମ୍ବର ବାଟାଲିୟନ୍ର " ଜମ୍ବୁ କାଶ୍ମୀର ର ରାଇଫଲ " ଯୋଗ ଦେଥିଲେ ସେ 1999ମସିହା ଜାନୁୟାରୀରେ କମାଣ୍ଡ ପ୍ରଶିକ୍ଷଣ କର୍ଣ୍ଣାଟକ ରେ ନେଇଥିଲେ l ଏବଂ ସେ ପ୍ରଶିକ୍ଷଣ ରେ ସର୍ବ ଶ୍ରେଷ୍ଠ ବୋଲି ଘୋଷିତ ହୋଇଥିଲେ l 1999ମସିହା କାର୍ଗିଲ ଯୁଦ୍ଧ ରେ ଅଂଶ ଗ୍ରହଣ କରିଥିଲେ l ସେ ଯେତେ ବାଧା ବିଘ୍ନ ରେ ଥିଲେ ମଧ୍ୟ ତାଙ୍କ ମା ଙ୍କ ସହିତ କଥା ହୋଇଥିଲେ l କିନ୍ତୁ ସେ ଉଣେଇଶ ଅନେଶ୍ୱତ ମସିହା ଜୁନ ଅଣତିରିଶ ତାରିଖରେ କହିଥିଲେ ମମି ଏକଦମ ଫିଟ ହୁଁ ଫିକର ମତ କରନା l ଏଥିଲା ତାଙ୍କର ଶେଷ କଥା l 
  • ଦ୍ରlସ ସେକ୍ଟର (କାର୍ଗିଲ )ରେ ପାକିସ୍ତାନୀ ସେନା ସହିତ ମୁହାଁ ମୁହିଁ ହୋଇଥିଲେ l ଏବଂ ପାକିସ୍ତାନୀ ସେନାଙ୍କୁ ନିପାତ କରି ସେହି ଅଂଚଳରେ ତ୍ରିରଙ୍ଗା ପତାକା ଉଡାଇ ଥିଲେ l ତାପରେ ଟୋଲିଙ୍ଗ ଗଲେ ସେଠାରେ ସେ 5140ପାଇଁଟ କୁ ଅଧିକାର କଲେ ତାହାର ଉଚତା ଥିଲା ଷୋଳଶ ମିଟର ଯୁଦ୍ଧ କରି ପାକିସ୍ତାନୀ ସୈନ୍ୟ କୁ ପରାସ୍ତ କରୁଥିଲେ l ସେ ଯେତେ ବେଳେ ଯୁଦ୍ଧ କରୁଥିଲବ ସୈନ୍ୟ ମନେ କହୁଥିଲେ ଏ ଦିଲ ମାଙ୍ଗ ମୋର ମୋତେ ଆହୁରି ସ୍ଥାନ ଦରକାର କହି ଆଗକୁ ଆଗକୁ ବଢ଼ୁଥିଲେ l 5140 କୁ ଅକ୍ତିଆର କରିବାପରେ କିଛି ବାଟ ଆଗକୁ ବଢିବ ପାରେ ପାକିସ୍ତାନୀ ଙ୍କ ଗୁଳିରେ ତାଙ୍କର ପ୍ରାଣ ଚାଲି ଯାଇ ଥିଲା ତାଙ୍କର ଏହି ଅମ୍ଲାନ ଚେଷ୍ଟା ପାଇଁ କାର୍ଗିଲ ଯୁଦ୍ଧର ସଫଳତା ପରମବୀର ଚକ୍ର ପୁରସ୍କାର ପାଇଥିଲେ ତାଙ୍କ ଅକ୍ଲାନ୍ତ ଉଦ୍ୟମ ଓ ଆପ୍ରାଣ ଚେଷ୍ଟାରେ ଭାରତୀୟ ସନ୍ୟ ତାଙ୍କ ନେତୃତ୍ୱ ରେ ଗୋଟିଏ ପାରେ ଗୋଟିଏ ପାଇଁଟ ଅଧିକାର କରି ସମୁଦାୟ କାର୍ଗିଲ ଅଂଚଳ କୄ ନିଜ ଅକ୍ତିଆର କୁ ଣୀ ତୀରଙ୍ଗା ପତାକା ଉଡାଇ ଥିଲେ ଏଥିପାଇଁ ଭାରତ ସରକାର ତାଙ୍କ ସମ୍ମାନ ଅର୍ଥେ ସେ ସେନା ବାହିନୀର ସର୍ବୋଚ୍ଚ ସଂମାନ ପଦ୍ମ ଭୂଷଣ ରେ ଅପରାୟତ କରିଥିଲେ ଏହାର ବୀରତ୍ୱ ଜନ ସମାଜ କୄ ପ୍ରେରଣା ଦାୟକ ଥିଲା l 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Crime