ନବବଧୂର ଗଣବଳାତ୍କାର
ନବବଧୂର ଗଣବଳାତ୍କାର
ଗତଥର ଯେବେ ମୁଁ ଆମ ଗାଁ କୁ ଯାଇଥିଲି ଶୁଣିଲି ମୋ ଆଇଙ୍କ
ଠାରୁ ଆମ,ଗାଁ ର ପାଖାପାଖି ଆଉ ଏକ ଗାଆଁରେ ଗୋଟେ
କ୍ରାଇମ୍ କେଶ୍ ଦୂର୍ଘଟଣା ଘଟିଯାଇଛି ! ମୋ ସନ୍ଦେହ ଓ ଆଶ୍ଚର୍ଯ୍ୟ
ଘନେଇବାରୁ ମୁଁ ଆଈଙ୍କୁ ପଚାରି ବସିଲି ଯେ କଣ୍ ଘଟଣା ହୋଇଛି , ଗାଁ ଗାଁ ସାହି ସାହିରେ ଚହଳ - ଯେ ସପନୀର
ନବବିବାହିତା କନିଆଁ କୁ ଗଣବଳାତ୍କାର କରି ମାରି ଦିଆଯାଇଛି
ତେବେ ଆସନ୍ତୁ ଶୁଣିବା ସମାଜର ଘୃଣ୍ୟ ଅପରାଧର ଅନ୍ଧାର
ଦୁନିଆରୁ ଆସିଥିବା ଅନ୍ଧାରି ପିଶାଚ ମାନଙ୍କ ହାତରେ ପଡ଼ି
କିପରି ଅକାଳରେ ଝରିପଡ଼ିଲା ଏକ ନିରିମାଖି କଅଁଳ ଜୀବନ.....🥹!!! ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ କାହାଣୀ ଯାହାର ନାମ , ସ୍ଥାନ, କାଳ ଗୋପନ ରଖାଯାଇଛି ।
ସପନୀର ଆଜି ଚଉଠି ରାତି
--------------------------------
ବି : ଦ୍ର : - କେବଳ ପ୍ରାପ୍ତ ବୟସ୍କ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି
ଉପସ୍ଥାପନା କାହାଣୀ ଟି ଆମ ପଡ଼ୋଶୀ ଗାଁ ର ସତ୍ୟ ଘଟଣା
ଉପରେ ଆଧାରିତ । କେବଳ ଛଦ୍ମନାମ ରଖାଯାଇଛି । ସ୍ଥାନ କାଳ ପାତ୍ର ଏଥିରେ ଉଲ୍ଲେଖ କରାଯାଇନାହିଁ ।
ବିଷୟବସ୍ତୁ -( ନବବଧୂର ଗଣବଳାତ୍କାର )
( ହେଇ ଦେଖ ସପନୀ ଜଳିଯାଉଛି !! ତାର ଜୂଇ ଜଳୁଛି ....!! ନବବଧୂ ସାଜିବାର ଶାସ୍ତି ପାଉଛି ସେ ଏକା । ଆରେ.... ଯେତେ ଡାକିଲେ ବି ତୋ ଡାକ ଆଉ ତା କାନରେ ବାଜିବ ନାଇଁ । କାନ୍ଦି କାନ୍ଦି ଏ ମାଟିକୁ ଭିଜେଇ ଦେଲେ ବି ସିଏ ସେ ଜୂଇରୁ ଉଠିବ ନାଇଁ ସେ ପରା ପଥର ପାଲଟି ଯାଇଚି । ଆରେ ହେ.....ସେ ପ୍ରତିଶୋଧ୍ ନଉଚି....!! ପ୍ରତିଶୋଧ୍..... ତା ,ସ୍ୱାମୀ ନବୀନା ଉପରେ...)
( ସପନୀର ଆଜି ଚଉଠି ରାତି )
-------------------------------------
ଆମ ଆର ଗାଆଁର ନବିନା । ବାହା ହେଇ ଘରକୁ ନୂଆ ବୋହୂଟିଏ ଆଣିଛି। ଦେଖିବାକୁ ଯେମିତି ଡଉଲ ଡାଉଲ ସୁନ୍ଦର ସେମିତି ଗୁଣର । ଚାବି ଦିଆ କଣ୍ଢେଇ ଟି ପରି ଘରର ଯାବତୀୟ କାମ ଧନ୍ଦା ଧାଁ ଧପଡ ହେଇ କରିଯାଉଚି । ଛୋଟ ପରିବାର ଟିରେ କହିବାକୁ ଗଲେ , ସ୍ୱାମୀ ଶାଶୁ ଆଉ ଓ ଶ୍ୱସୁର ତାକୁ ମିଶେଇ ଚାରି । ତେଣୁ ଘରେ କାମପାଇଟି ସାରିଦେଇ ଖଣ୍ଡେ ପିନ୍ଧି ଗଣ୍ଡେ ଖାଇ ସେମାନେ ଦିନ ଗଡ ଗଡଉଥାନ୍ତି । ଆଜି ନବିନା ର ଚଉଠିରାତି । ହେଲେ ବି ଚାଳଘରଟା ଲାଇଟି ବନ୍ଧା ହେଇ ଭୋଜି ଭାତରେ ଉଚ୍ଛୁଳି ପଡୁଛି । ଗାଁ ଗଣ୍ଡାର ଲୋକଯାକ ରାସ୍ତାରେ ହାଉଯାଉ ହେଇ ଭୋଜି ଖାଇ ନୂଆବୋହୁକୁ ଦେଖିବାକୁ ଧାଡ଼ି ଲମ୍ବେଇ ଚାଲିଛନ୍ତି । ରାତି ବଢିଲା ।ସମୟ ଘଡିରେ ଆସି ବାର ବାଜିଗଲାଣି । ଲୋକଭାକ ଗହଳି ଭାଙ୍ଗି ଯେ ଯୁଆଡେ ଖାଇ ପିଇ ଉପହାର ଦେଇ ଫେରି ଗଲେଣି ।
ଶୀତୁଆ ରାତିରେ ନବଦମ୍ପତ୍ତିଙ୍କ ମଧୁର ପ୍ରେମାଳାପ
--------------------------------------------------------
ଆକାଶରେ ପୂର୍ଣ୍ଣିମା ଜହ୍ନ ! ସହଜେ ଶୀତ ରାତି ! ରାସ୍ତାଘାଟର ଖାଁ.....ଖାଁ.....ଶୁନ୍ୟତାର ସହ ତାଳ ମିଳେଇ ଗଧିଆ , ଶିଆଳ ଙ୍କ ହୁକେ ହୋ ରଡ଼ି ଦୂରରୁ ଶୁଭିଲାଣି । ଭାରି ଭୟ ଲାଗୁ ଥାଏ ନବୀନା ସ୍ତ୍ରୀ ,ସପନିକୁ । ସେ ଚଉଠି ରାତିର ଫୁଲ ବିଛଣାର ମଧୂଶଯ୍ୟାରେ ନବୀନାକୁ ଭୟରେ ଜାବୁଡ଼ି ଧରିଥାଏ । ରାତିହେଲେ ମୋତେ ଏ ଶିଆଳ ଗଧିଆ, ଙ୍କ ରଡ଼ି ଶୁଭିଲେ ନାଁ.... ଭାରି ଭୟ ଲାଗେ !! ହେଇ....,ଏ ଚାଳଘର ବାଉଁସ କାନ୍ଥ ଫଟେଇ ଶୁଭି ଯାଉଛି ତାଙ୍କ ରଡ଼ି ତୁହାଇ.... ତୁହାଇ.... ତାକୁ ବନ୍ଦକର । ମୁଁ ସହିପାରୁନି , ମୋତେ ଭାରି ଡର ଲାଗୁଛି । ଏମିତି ଲାଗୁଛି ସେମାନେ ବୋଧେ , ଶିଆଳ କି ଗଧିଆ ନୁହେଁ କୌଣସି ମହାବଳ ବାଘ ! ଆଉ ସେ ବାଘ , ଯେମିତି ଆମ ଚାଳଘର ସେପଟେ ହେଣ୍ଟାଳ ରଡ଼ି ପକାଉଛି । ଆମକୁ ଖାଇବାକୁ କାଳେ ଘର ତାଟି କବାଟ ଭାଙ୍ଗି, ପଶି ଆସିବ ସତେ ଯେମିତି !! ଏମିତି କହି ସେ ଲୁଚି, କମ୍ବଳ ରେ ଶୋଇଲା ସପନି ତାକୁ ବୁଝେଇଲା ଆରେ ତୁମେ ଯମାରୁ ବି ଡରନି ମୁଁ ଅଛି ପରା ତମପାଖରେ । କିଏ କଣ କରିବ.....!!
ନବିନା-: ଆଜି ଆମ ଚତୁର୍ଥୀ ର ମଧୂରାତିରେ ଆସ ଆମେ ମିଠା ମିଠା ଭାବନାରେ ହଜିଯିବା । ମୁଁ ତୁମକୁ ପ୍ରେମ ଗପ ଶୁଣେଇବି ଆଊ ସେ ଗପ ଶୁଣିଲେ , ନାଁ ତୁମ ଆଖିରେ ଆଖିଏ ସପନ ନେଇ ନିଦ ଆସିଯିବ । ଦେଖ ଏଇ ଝରକା ସେପଟେ ଆକାଶ ଅଗଣାରେ ତାରା ଗହଣରେ ପୁନେଇଁ ଚାନ୍ଦ ହସୁଛି ! ତା ମୁହଁରେ କଳଙ୍କ ଥାଇ ବି ସେ କେମିତି ଦାଉ ଦାଉ ଜଳୁଛି , ଠିକ୍ ସେମିତି ମୋ କୋଳରେ , ମୋ ରୂପା ଚାନ୍ଦ ମୋ ସପନୀ.....ଆଉ ତା ମୁହଁରେ ନାହିଁ ଟିକେ ବି କଳଙ୍କ ! କହି ତା ସରୁ ଓଠରେ ଆଙ୍କି ଦେଲା ମିଠା ଚୁମ୍ବନଟିଏ !
ସପନୀ- : ( ସପନୀ ଲାଜେଇ ଯାଇଥିଲା ) ନାଁ......ସେ ଝରକା ବନ୍ଦ୍ କରିଦିଅ ସେ ପରା ଆମକୁ ଦେଖୁଛି ! ଥାଉ ଥାଉ ! ଥାଉ ! ମୁଁ ଜାଣିଛି ନିଦରେ ମୋ ଆଖିରେ ପଲକ ଭାରି ହୋଇ ଆସିଲେ ତୁମେ କଣ୍ କରିବ । ନବୀନା ସପନୀକୁ ଶାନ୍ତ୍ବନା ଦେଉଥିଲା କୋଳରେ ବୁଝାଇ । ଚତୁର୍ଥୀ ରାତିର ବିଧି ପୂର୍ବକ ସ୍ୱାମୀ ସ୍ତ୍ରୀ ଙ୍କ ମଙ୍ଗଳ ଓ ଉଜ୍ଜଳ ଭବିଷ୍ୟତ ସୁଖିସଂସାର ଗଢ଼ିବା ପାଇଁ ଘର 🏠 କୋଣେ ମିଞ୍ଜିମିଞ୍ଜି ହୋଇ ଜଳୁଥିଲା ବିଶୁଦ୍ଧ ଦେଶୀ ଗୁଆଘିଅର ବାସର ଦୀପ 🪔ଆଲୁଅଟି । ମଧୂରାତିର ଗୋପନୀୟ କଥା ଯେତେ ସବୁକୁ , ଲାଜ ସରମ ଛଡ଼ାଇ , ଭାବରେ ବିହ୍ୱଳିତ ହୋଇ ଯାଇଥିଲେ........ନବ ବିବାହିତ , ଦୁଇ ପ୍ରେମପକ୍ଷୀ । ସେତେବେଳେ କାମନା ବାସନା ଚରିତାର୍ଥ ନିମନ୍ତେ ପ୍ରେମର ଆଦାନ ପ୍ରଦାନ ଅଳପ ଆଳାପରେ ବ୍ୟସ୍ତ ଥିଲେ......!!
ଚତୁର୍ଥୀ ମଧୂଶଯ୍ୟାର ଲଜ୍ଜାକଥା କାନଡେରି ଶୁଣିଲେ ଦୂର୍ବୁତ୍ତ
-----------------------------------------------------------------_
ଏ ଅସମୟରେ ନବୀନାର ସାଙ୍ଗମାନେ ବିଳମ୍ବରେ ଭୋଜି ଖାଇବାକୁ ଆସିଥିଲେ । ହେଲେ ସବୁ କାର୍ଯକ୍ରମ ଶେଷ ହୋଇଥିବା ଦେଖି ସେ ତାଙ୍କ ସାଙ୍ଗ କୁ ଭେଟି ଦେଇ ନୂଆ ଭାଉଜଙ୍କ ମୂହଁ ଦେଖି ଫେରି ଯିବେ ବୋଲି ଭାବିଲେ।ସହଜେ ତାଙ୍କ ସାଙ୍ଗ,ର ଚଉଠି ବୋଲି ମଦ ପେଟେ ପିଇ ବୋତଲ ଭାଙ୍ଗି ଫୋପାଡି ଦେଲେ । ଆଉ ଗୋଟେ ବୋତଲ ଆଉ ଉପହାର ଧରେଇ ସେମାନେ ଦୁଇଜଣ ସାଙ୍ଗକୁ ପଠେଇ ଦେଲେ ବଧେଇ ଜଣେଇ ଆସିବାକୁ । ହେଲେ ସେମାନେ ଘରର ବାହାର ପାର୍ଶ୍ଵରେ ଫୁସୁରୁ ଫାସର କଥା ଶୁଣି ଦଣ୍ଡେ ରହିଗଲେ । ଏ ସ୍ୱାମୀ ସ୍ତ୍ରୀ ଙ୍କ ଚତୁର୍ଥୀରାତିର ପ୍ରଥମ ମିଳନର ମଧୂଶଯ୍ୟା ସମୟର ଇଶିବଚନକୁ ବନ୍ଦ୍ ଝରକା ଏପାଖେ ସେମାନେ ଶୁଣି ତାଙ୍କ ମତି ପରିବର୍ତନ ହୋଇଗଲା । ସେମାନଙ୍କ ଦେହରେ କାମନା ର ଅଗ୍ନୀଜଳିଲା ପରନାରୀ ର କଞ୍ଚାମାଂସ ବାସନା ରେ ! ଖାଇବାକୁ ରକ୍ତଭୋଜି କରି । ସେମାନେ ସେଇ ରାତିରେ ପାଲଟି ଗଲେ ଯୌନ ପିପାଷୁ ଦାନବ , ରାକ୍ଷସ.....!!! ତାଙ୍କର ବିବେକ ଶୁନ୍ୟ ହୋଇଗଲା ଆଉ ଯୌନବିକାର ମୋହଗ୍ରସ୍ତ ହୋଇ , ପୁରୁଷ ଗୋପନାଙ୍ଗ ଜାଗି ଉଠିଲା । ସହଜେ ଶୀତରାତି ବହଳ ହେବାକୁ, ଏ ପ୍ରକାର ଅସନା କଥାଗୁଡା ଶୁଣିଲା ପରେ କୈଶୋର ଅବସ୍ଥାରେ ଯାହା ହୋଇଥିବ ଆପଣମାନେ ଅନୁମାନ କରି ପାରୁଥିଵେ ...!! ସେମାନେ ସବୁ ଶୁଣି ସବୁ ଜାଣି ମଧ୍ୟ ସେ ଅପରାଧର ମାର୍ଗରେ ଯିବାପାଇଁ ଟିକେ ବି ପଛଘୁଞ୍ଚା ଦେଲେନି । ସେମାନେ ଦ୍ୱାର ଠକ୍ ଠକ୍ କରି ବାଡେଇ ଡାକିଲେ । ନବୀନା କିଏ ବୋଲି ଦେଖିବାକୁ ଯିବାଆଗରୁ ସପନି ବାରଣ କଲା ଏତେ ରାତିରେ ଭିତର କବାଟ ନଖୋଲିବା ପାଇଁ । ବୁଢ଼ାବୁଢ଼ୀ ତ ଶୋଇଛନ୍ତି ନିଘୋଡ ନିଦରେ । ତେଣୁ ସେ ବାରମ୍ବାର କରାଘାତ କଲେ ଦ୍ଵାର ଦେଶରେ ।ଶୋଇଥିବା ଶେଯରୁ ଅଂସଯତ ଅବସ୍ଥାରେ ତରତରରେ ପୋଷାକ ପିନ୍ଧି କବାଟ ଖୋଲିଲା ନବୀନା । ଭିତରକୁ ପଶି ଆସିଲେ ତାର ମଦ୍ୟପ ସାଙ୍ଗଦଳ । ମଧୂଶଯ୍ୟା କୋଠରୀ ଭିତରେ ପଶି , ନବୀନାକୁ କହିଲେ, ଆଗେ ଆମେ ନୂଆ ଭାଉଜଙ୍କୁ ଶିଖେଇ ସାରିଲା ପରେ ତୋ ପାଳି । ସେ ତ କିଛି ଜାଣିନଥିବେ ଆମେ ଦିଅର ମାନେ ଶିଖେଇ ଦବୁନି । ନବୀନା ରାଗରେ ଜଳି ଉଠି କହିଲା , କଣ ସବୁ ବାଜ୍ୟେ ବାଜ୍ୟେ କଥା କହି ଯାଉଛ । ମଜା ଥଟ୍ଟା ସେତିକି ଥାଉ । ତୁମେମାନେ ଘରକୁ ଫେରିଯାଅ । ନବୀନ ଠାରୁ ଏଭଳି ପ୍ରତ୍ୟୁତ୍ତର ଶୁଣିବାପରେ ,ବାହାରକୁ ଚାଲି ଆସିଲେ ସେଠାରେ ଆଗରୁ ଉପସ୍ଥିତ ଥିବା ଅନ୍ୟ ମଦ୍ୟପ ସାଙ୍ଗଦଳ ଙ୍କୁ ସବୁକଥା ଜଣାଇଲେ....... ସମସ୍ତେ ମିଶି ବିଚାର କଲେ , ନବୀନା ଯଦି ତା ସ୍ତ୍ରୀ ପାଖରେ ରହେ ଆମକୁ ସୁବିଧା ଯୁଟିବନି ସ୍ତ୍ରୀ ସୁଖ ଉପଭୋଗ କରିବାକୁ ଦେବନି.....!! ତେଣୁ କିଛି ଗୋଟେ ଉପାୟ କରିବାକୁ ତ, ପଡ଼ିବ । ଏୟାଭାବି ସମସ୍ତ ମଦ୍ୟପ ଦୂର୍ବତ୍ତ, ( GANG RAPE ) କାଣ୍ଡ ଘଟାଇବାକୁ ମନସ୍ଥ କରି ସେଠାରୁପ୍ରସ୍ଥାନ କଲେ......ମନଭରି ରତିସୁଖର ମଜା ଉପଭୋଗ କରିବାପାଇଁ ମାଡିଆସିଲେ । ପୁଣି କବାଟ ଧଡ୍ ଧଡ୍ କରି ବାଡେଇଲେ । ଏଥର ସପନୀକୁ ସତରେ ଅଧୀକ ଭୟ ଲାଗୁଥିଲା । ସହଜେ କଞ୍ଚାଘର । କବାଟରେ ବି ଦମ୍ଭ ନାହିଁ । ନବୀନା ପୁଣି ସପନୀ ପାଖରୁ ଉଠି କବାଟ ଖୋଲିଲା ବେଳକୁ ସବୁଯାକ ବଦମାସ୍ ଦଳ ଭୁସ୍ କିନା ଭିତରକୁ ପଶିଆସିଲେ ପଙ୍ଗପାଳ ପରି । ସପନୀ କୁ ଚାରିପଟୁ ଘେରି ଗଲେ ମଧୂଶଯ୍ୟା କୋଠରୀ ଭିତରକୁ ତାଙ୍କ ଶେଯ ଉପରେ ସବୁ ଏକତ୍ରିତ ହୋଇ ବସି ପଡିଲେ । ସପନୀ ହାଉଳି ଖାଇ ଭୟରେ ନବୀନାକୁ ଡାକ ପକେଇଲା । ସେ ଧାଇଁ ଆସି ପେଲା ଠେଲା କରି ଘଉଡାଇବାକୁ ଶତ ଚେଷ୍ଟା କରି ବିଫଳ ହେଲା । ନବୀନ,ର ଦୁଇ ଜଣ ମଦ୍ୟପ ସାଙ୍ଗ ତାକୁ, ଗୋଟେ ବୋତଲ ମଦ ପେଟେ ପିଆଇ ଦେଇ , ତାର ହାତ ଗୋଡକୁ ତା ସ୍ତ୍ରୀ ର ଲୁଗାରେ ବାନ୍ଧି ଦେଲେ । ନିଶାରେ ଆଖି ଟଳମଳ କରୁଥିବା ଆଖି ଦୁଇଟାକୁ କିଛି ପରିସ୍କାର ଦେଖାଗଲାନି । ହେଲେ , ଘୁସୁଡି ଘୁସୁଡି ଏଣେତେଣେ ଯାଇ ପାଟି କରିବାରୁ ତା ପାଟିରେ ଗାମୁଛା କୁ ବାନ୍ଧି ପକେଇ ଦେଲେ.......
ଜଣେ ପରେ ଜଣେ ସପନୀର ଦେହ ଗୋଟାକର ମାଂସକୁ ମନଭରି ଉପଭୋଗ କରିବାକୁ ଆଗେଇ ଆସିଲେ । ସେ ତା ନିଜ ସୁରକ୍ଷାପାଇଁ ନବୀନାକୁ ବାରମ୍ବାର ଚିତ୍କାରକରି ଡାକିଲେ ମଧ୍ୟ ତାର ହାତଗୋଡ଼ ଅଚଳ ପରି ପଡିଥିଲା । ଯୌନଶୋଷଣ ର କାର୍ଯକ୍ରମ ଆରମ୍ଭ କରି ଦେଇଥିଲେ ମାଂସାଶି ନରରାକ୍ଷସ ଗଣ । ବାଧାଦେବାରୁ ଅନେକ ମାଡମାରି ଯାତନା ଦେଇଥିଲେ । ସପନୀର ଦେହରୁ ସବୁ ପିନ୍ଧାଲୁଗା ଦୂଃଶାସନ ପରି କାଢି ନେଇଗଲେ ଦୂର୍ଦ୍ଦାନ୍ତମାନେ । ଛାଡ଼ିଦିଅ ତୁମକୁ ହାତ ଯୋଡୁଛି , ଗୋଡ ଧରୁଛି ବୋଲି ସପନୀ ଯେତେ କାକୁତି ମିନତି କଲେ ସୁଦ୍ଧା କିଞ୍ଚିତେ ସୁଦ୍ଧା କର୍ଣ୍ଣଗୋଚର କରିନଥିଲେ । ସେଠାରେ ସପନୀର ସ୍ୱାମୀ ନବୀନା ଖାଲି ତା ସ୍ତ୍ରୀ ର କରୁଣ ଚିତ୍କାର ଓ ଡାକ ଶୁଣି ପାରୁଥିଲେ ବି ବଞ୍ଚେଇ ନପାରି ଅସହାୟ ଅବସ୍ଥାରେ ପଡ଼ି ରହିଥିଲା । ସବୁ କାର୍ଯକ୍ରମ ଶେଷ ହେବା ପରେ ଝାଳ ଜରଜର ଯମଦୂତ ପରି ସେମାନେ ଉଠିଲେ ଆଉ ସପନୀ ର ପେଟ ଓ ତଣ୍ଟିରେ ଛୁରାମାଡ କରି ଅତି ବିଭତ୍ସ ମୃତ୍ୟୁ ଦେଇ ପଳାଇଗଲେ । ପାହାନ୍ତିଆ ହେବାରୁ ଯେବେ ନବୀନାର ହୋସ୍ ଆସିଲା !
ରାତି ପାହିଯାଇ ତା ମୁହଁରେ ଖରା ପଡ଼ିବାରୁ ସେ ଦେଖିଲା ତାର ହାତ ମୁଁହବନ୍ଧା ହୋଇଛି । ତାର ବା ମାଆ ଦଉଡା ଦଉଡ଼ି ହେଇ କାନ୍ଦବୋବାଳି ପକଉଛନ୍ତି ଘରଭିତର ଟାରେ । ପୁଅକୁ ତାଙ୍କର ଖୋଜିଲା ବେଳକୁ ସେ ଯାଈ ବନ୍ଧା ହୋଇ ପଡିଛି ଘରର ମଝି ଖୁଣ୍ଟରେ । ତାର ହାତ ମୁଁହ ଖୋଲି ଦେବାରୁ ଦଉଡ଼ି ଆସି ଦେଖେ ତ ,ତା ସ୍ତ୍ରୀକୁ ସମ୍ପୁର୍ଣ୍ଣ ଉଲଗ୍ନ ଓ ରକ୍ତାକ୍ତ ଅବସ୍ଥା ରେ ଅତି ଘୃଣ୍ୟ କାମକରି ସପନୀର ହତ୍ୟାକାଣ୍ଡ ଘଟାଇ ସେମାନେ ରାତାରାତି ଏରିଆ ପାର୍ ହୋଇ କୁଆଡେ ଫେରାର ହୋଇ ଯାଇଥିଲେ । ପାଖରେ ପଡ଼ି ରହିଥିଲା ଗତକାଲିର ଭୋଜିଖିଆ ଅଇଁଠା ହାଡ଼ମାଂସ ଆଊ ମଦବୋତଲ ! ସପନୀର ଚିରାଲୁଗା ଆଉ ତାର ଅନ୍ତଃବସ୍ତ୍ର ! ବାସରରାତିର ଫୁଲଶେଯ ଆଊ ଦୀପ ମଉଳି ଯାଇଥିଲା ସବୁକିଛି ! ନିଜକୁ ଦୋଷୀ ବୋଲି ଭାବି ଅନେକ ଧୀକ୍କାର କରୁଥିଲା ନବୀନ ! ଗଣଧର୍ଷଣର ଶିକାର ବେଳେ ଯନ୍ତ୍ରଣା ପାଇଁ କେତେ ଆକୁଳ ହୋଇ ନ,ଡ଼ାକିଛି ସେ ନବୀନାକୁ ହେଲେ କଣ୍ ହେବ ହାତ ମୁଁହ ଦେହ ଖୁଣ୍ଟରେ ଵନ୍ଧା ହୋଇଥିବା ଯୋଗୁଁ ଅକର୍ମଣ୍ୟ ପରି ପଡ଼ିରହିଥିଲା ସେ ନିରୁପାୟ ହୋଇ !!ଗତରାତିର ସବୁ ରଡଗିଳା କଥା ମନେପକାଇ ବଡବଡ ପାଟିରେ ବିକଳ ଚିତ୍କାର କରି କାନ୍ଦୁଥିଲା ପ୍ରିୟାପତ୍ନୀ ମୃତ୍ୟୁ ବିଚ୍ଛେଦରେ । ସପନୀର ଉନ୍ମୁକ୍ତ ରକ୍ତର ହୋଲି ଖେଳା ଦେହକୁ ସୁଦ୍ଧ ଜଳରେ ସ୍ନାନ କରେଇ । ତା ଦେହରେ ନାଲିପାଟ ଲୁଗା ପିନ୍ଧେଇ ,ହାତରେ ଶଙ୍ଖା , ମଥାରେ ସିନ୍ଦୁର , ପାଦରେ ଅଳତା , ତାକୁ ଅହ୍ୟସୁଲକ୍ଷଣୀ ବେଶରେ ସଜାଇଦେଲା ନବୀନା । କୋକେଇ ରେ ଶୁଆଇ ଗାଁ ଲୋକଙ୍କ ସହ ହାକୁମ୍ ଧାବଲ୍ ବଦଳରେ ରାମ ନାମ ସତ୍ ହେ । ହରି ନାମ ସତ୍ୟ ହେ , ଡାକଦେଇ ଦେଇଦେଇ ଆଖିରୁ ଲୁହ ଝରାଇ ଚାଲିଲା ମଶାଣୀର ଗନ୍ତବ୍ୟ ସ୍ଥଳକୁ .......ପୋଲିସ୍ କେସ୍ ଓକିଲ କୋଟ୍ କଚେରୀ ଯାଏଁ କଥାଗଲା ହେଲେ ଆଜିଯାଏଁ ସେମାନେ ଫେରାର୍ ଥିବା ଶୁଣାଯାଏ.....!!!
