SACHALA GURU

Drama

4.0  

SACHALA GURU

Drama

ପ୍ରିୟ ଟିଭି ଧାରା ବାହିକ

ପ୍ରିୟ ଟିଭି ଧାରା ବାହିକ

2 mins
221


ତୋ ପାଇଁ ମୁଁ ମୋ ପାଇଁ ତୁ -: ସଂସାର ମଧ୍ୟରେ ଘର କରିଥିଲେ ବିଭିନ୍ନ ପ୍ରକାର ବାଧା ବିଘ୍ନ ଘଟିଥାଏ l ବଡ ଘର ର ପୁଅ ସହିତ ଛୋଟ ଘର ଝିଅକୁ ବିବାହ କରିବାଦ୍ଵାରା ତା ପ୍ରତି ଯେଉଁ ହୀନମନ୍ୟତା ଭାବ ଧାରା ସୃଷ୍ଟି ହୋଇଥାଏ l ସେ ଝିଅଟି ଯାହାକୁ ବିବାହକରିଥାଏ ପୁରା ଖରାପ ଅଭ୍ୟାସ ଦୂର କରିଥାଏ ସାବତ ମର ପୁତ୍ର ପ୍ରତି ସ୍ନେହ ମମତା ଅଧିକ ରହିଥାଏ l ମଆ ମଧ୍ୟ ପୁତ୍ରର ଖରାପ ଅଭୟ ଦାଉରୁ ଦୂରେଇବାରୁ ଚେଷ୍ଟା କରିଥାଏ l ଏହିପରି ଏକ ଘଟଣା ଥରେ ମୁଁ ପ୍ରଧାନ ସାହି ଆଡେ ବୁଲିଗଲା ବେଳକୁ ଲଳିତା ଓ ସବିତା ବସିକରି କଥା ହେଉଥିଲେ ଯେ ଆଲୋ ଜାଣିଚୁ ମୋପାଇଁ ତୁ ତୋ ପାଇଁ ମୁଁ ଧାରାବାହିକରେ କିଛି ଶିକ୍ଷଣୀୟ କାଠକୁଥିଲା ଲଳିତ ପଟନାୟକ ଜଣେ କମ୍ପାନୀର ମାଲିକାନା ଥିଲେ ତାଙ୍କର ପତ୍ନୀ ପୁତ୍ର ଟିଏ ଜନ୍ମ ଦେଇ ଆର ପରୀକୁ ଚାଲିଗଲାଶିଶୁ ପୁତ୍ରର ଲାଳନ ପାଳନ ପାଇଁ ତାରା ପାଟନାୟକ ଙ୍କୁ ବିବାହ କଲେ l ସାବତ ମା ହେଲେ ମଧ୍ୟ ପୁତ୍ର ଟିକୁ ଅତ୍ୟନ୍ତ ସ୍ନେହ ମମତା ଦେଇ ପାଳନ କଲେ l କିନ୍ତୁ ପୁତ୍ରଟି ସାବତ ମକୁ କେବେ ସଂମାନ ଦେଉନ ଥିଲା l ତଥାପି ସାବତ ମହତ୍ତର କଥାକୁ ନାଁ ଧରି ସବୁ ଚଳାଇ ନେଉଥିଲା l ଜୟ ଯେତେବେଳେ ବଡ ହେଲା ପରେ ସାଙ୍ଗ ମାନଙ୍କ ସହିତ ମିଶି ମଦ ପିଇଲା ତାହାର ଦିନକୁଦିନ ଖରାପ। ଅଭ୍ୟାସ ବଢି ଚଳିଲା ସାବତ ମାଆ ସହ୍ୟ କରି ନାଁ ପରି ଏକ ଗରିବ ଝିଅ ଭୂମି ସହିତ ବିବାହ କରିଥିଲେ l ଭୂମିର ବାପାତାଙ୍କର କମ୍ପାନୀରେ ପିଅନ ଚାକିରୀ କରୁଥିଲେ l ବହୁ ବାଧା ବିଘ୍ନ ସହିତ ଜୟ କୁ ଭୂମି ଦାହିତ ବିବାହ କରିଥିଲେ l

ବିବାହପରେ ଭୂମି ତାର ସ୍ୱାମୀର ଖରାପ ଅଭ୍ୟାସ ଟି ଧୀରେ ଧୀରେ ଛଡାଇ ଭଲ ବାଟକୁ ଆଣିଥିଲା ଶାଶୁ ମଧ୍ୟ ସବୁ ପ୍ରକୃତି ସାହାଯ୍ୟ ଦେଇ ବହୁ କରି ଆଣିଥିଲା l ଶାଶୁ ବହୁଙ୍କ ସମ୍ପର୍କ ଅତି ନିବିଡ଼ ଥିଲା କିନ୍ତୁ ଲଳିତ ଭଉଣୀ ଝାନ୍ସୀ ପଟନାୟକ ଭାଇର ସମ୍ପତ୍ତି ଲୋଭରେ ତଳିତନ୍ତ କରିବାର ଯୋଜନା କରୁଥିଲ l ତଥାପି ତାର ଯୋଜନରେ କୃତ କାଯ୍ୟ ହୋଇପାରୁନଥିଲା ବହୁ ଭୂମିକୁ ଲଳିତର ଭଉଣୀ ଭଣଜା ବିଭିନ୍ନ ମାଧ୍ୟମରେ ହଇରାଣ କରୁଥିଲେ ମଦ୍ୟ ତ୍ରା କୌଣସି ଅସୁବିଧା ହେଉନଥିଲା କିନ୍ତୁ ବହୁ ଟି ପରିବାରକୁ ସର୍ବ ପ୍ରକାର ସୁବିଧା ପାଇଁ ସାଇ ବାବାଙ୍କ ଆସରିବାଦ ନେଉଥିଲା l 

ଗରିବ ଝିଅ ବୋଲି ତା ଉପରେ ନାନା ପ୍ରକାରର ଦୁଃଖ ଦଉଥିଲେ ହେଲେ ସେ ଝିଅ ପ୍ରତ୍ୟେକ କଥାକୁ ମଥା ନାଟ କରି ସହି ଯାଉଥିଲା ଚାକର ଚାକରାଣୀ ବାହୁଟିକୁ ବହୁତ। ଭଲ ପାଉଥିଲେ l ଝାନସୀର ବହୁ ଉର୍ମି ବିଭିନ୍ନ ଖାଲ ନାଇକା ରୋଲ କରି ଭୂମିକୁ ହଇରାଣ କରୁଥିଲ l କିନ୍ତୁ ଜୟ ଭୂମି ମଧ୍ୟରେ ନିବିଡ ସମ୍ପର୍କ ଥିଲା l ଏଥିରୁ ଶିକ୍ଷା ମିଳିଲାଯେ ବାହୁଟି ମଦୁଆ ସ୍ୱାମୀକୁ ଠିକ ରାସ୍ତା କୁ ଆଣିଲା ଓ ସାବତ ମା ପୁଅର ସୁରକ୍ଷା ପ୍ରତି ଯତ୍ନ ବତୀ ଥିଲା l ନିଜ ଭଉଣୀ ଭାଇ ପ୍ରତି ଧନ ସମ୍ପତ୍ତି ଲୋଭରେ କ୍ଷତି ଚିନ୍ତା କରୁଥିଲା l 



Rate this content
Log in

Similar oriya story from Drama