STORYMIRROR

Akshayakumar Dash

Romance

3  

Akshayakumar Dash

Romance

ପରିତୃପ୍ତି

ପରିତୃପ୍ତି

2 mins
629

ରିୟା ମାଡ଼ମ ଫୋନ କଲେ । ଫୋନ ଟି ଥିଲା , ଜଣେ ମେଲ ଜିଗ୍ଲୋ ମାନେ ପୁରୁଷ ଆଜି ରାତି ପାଇଁ ଦରକାର ।ଉଇକଏଣ୍ଡ ଥିବାରୁ ମନର ଭୋକ ମେଣ୍ଟେଇବାକୁ ଚାହୁଁଛନ୍ତି । କଲସେଣ୍ଟର ନିଧିଷ୍ଟ ସମୟରେ ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେଲେ ।


ରିୟା ପ୍ରାପ୍ତ ବୟସ୍କା, ସୁନ୍ଦରୀ ହୋଇ ରହିବା ପାଇଁ ଅସରନ୍ତି ଭୋକ । କାଳ ବକ୍ଷରେ ଗଡି ଆସୁଥିବା ପ୍ରବାଦ କ୍ରମେ ବ୍ରହ୍ମାଣ୍ଡର ପ୍ରଥମ ପୁରୁଷ ଆଦମ ଓ ନାରୀ ରୂପେ ଇଭକୁ ଆମେ ଗ୍ରହଣ କରିଆସିଛୁ । ସମଗ୍ର ନାରୀ ଜାତି ପାଇଁ ଲଭ ଗୋଟିଏ ପ୍ରତୀକ ।ପ୍ରକୃତରେ ନାରୀଟିକୁ ବୁଝିବା,ତା ଭିତରକୁ ସତସତିକା ଭାବେ ଚିହ୍ନିବା ନାରାୟଣଙ୍କ ପକ୍ଷରେ ସମ୍ଭବ ହୋଇନି ।


ରିୟା ମାଡ଼ମ ବିବାହିତ । ସ୍ୱାମୀ ମେରିନ ଇଂଜିନିଅର ।ବର୍ଷକୁ ଥରେ ବା ଦିଥର ସାକ୍ଷାତ । ପ୍ରେମ ନିବିଡ଼ ହେଲେ ବି ଭୋକ ମେଣ୍ଟିନାହିଁ ରିୟାଙ୍କର। ଦୀର୍ଘ ଦିନର ମନର କ୍ଷୁଧା ମେଣ୍ଟାଇବାକୁ ଦରକାର ପଡେ ପରକିୟା ପ୍ରୀତି । ଧନସମ୍ପତ୍ତିର ଅଭାବ ନାହିଁ । ଅଭାବ ବି କେଉଁଥିରେ ନାହିଁ । ପୁରୁଷ ନାରୀ ଏମିତି ସୃଷ୍ଟି ଜଣେ ଜଣକ ପାଇଁ ପାଗଳ ହୁଏ ।ଯେଉଁଠି ଅଭାବ ଦେଖାଯାଏ ସେଇଠି ଅନ୍ୟଜଣେ ପର ପ୍ରୀତିଚାହେଁ ।

ପ୍ରତେକ ପୁରୁଷ ପକ୍ଷେ ଗୋଟିଏ ପ୍ରଶ୍ନ ,କଣ ଏମାନେ ଚାହାନ୍ତି? କିଏ ଏମିତି ନାହିଁ ଯେ ଏତେ ବାଗରେ ଏମାନଙ୍କୁ ପୁରାକରିବ ।କିଏ ବି ଦେଖିନି ନାରୀଙ୍କର ଅସଲ ଅସ୍ତିତ୍ଵର ସ୍ୱରୂପ ।ତେବେ ପ୍ରଶ୍ନଟିଏ ନାରୀଟି କଣ ଚାହେଁ? କଲିଂ ବେଲ ବାଜିଲା ।ଡୋର ଖୋଲିଲେ ରିୟା ।ଜଣେ ବୟସ୍କ ବ୍ୟକ୍ତି ସମ୍ମୁଖରେ,ଭିତରକୁ ଡାକିନେଲେ ରିୟା । ବ୍ୟକ୍ତି ଜଣକ ରିୟାଙ୍କୁ ଦେଖି ସଂକୋଚରେ ରହିଲେ ।ରିୟା କିନ୍ତୁ କାମନାର ଜ୍ୱାଳାରେ ଆଉଜି ପଡିଲେ ଯେମିତି କଂକ୍ରିଟ ଏଲେଟ୍ରି ଖୁଣ୍ଟ ଉପରେ ଢଳିପଡିଥିବା ଦେବଦାରୁ ଗଛଟି । ବ୍ୟକ୍ତି ଜଣକ ଦୃଷ୍ଟି ପଡିଲା ରିୟାଙ୍କ ପଦ୍ମ ପାଖୁଡାମୁଖ କୁ ଆମଇତା ଓଠ ଓ ଲାଲ ରଙ୍ଗର ଶାଢ଼ୀ ତଳେ ବେଶ ଗର୍ବରେ ଆହ୍ୱାନ କରୁଥିବା ସୁଢୋଲ ବକ୍ଷୋଜର ପରିଧି ଉପରେ ଦୃଷ୍ଟି କେନ୍ଦ୍ରୀଭୂତ ହେଲା ।ରିୟା ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ।କେତେ ଆଶା କେତେ ପ୍ରତ୍ୟାସା,କେତେ,ଅଶାନ୍ତି ଅପ୍ରାପ୍ତି ତାଙ୍କୁ ଅପୂର୍ଣ୍ଣ କରିଛି।କେତେ ଗର୍ତ କେତେ ଗହ୍ୱର ଶରୀରରେ ,କରୁଣାର ଢାଲ ତଳେ ନିଷ୍କରୁଣ ଆଚରଣ ।ନାରୀ ର ମନତଳେ କେତେ ଫୁଟନ୍ତା ଲର୍ଭା । କେତେ ଗୋପନରେ ସେ ଲୁଚେଇ ରଖିଥାଏ ତାର କ୍ଷୋଭ ।


ପ୍ରସ୍ତାବିତ ଇଙ୍ଗିତରେ ବ୍ୟକ୍ତି ଜଣକ ଉନ୍ମୁକ୍ତ ହୋଇ ଆହ୍ଵାନ କଲେ ମହେନ୍ଦ୍ର ବେଳାକୁ ।ବାହୁ ବେଷ୍ଟନୀରେ ବାନ୍ଧିନେଲେ କୋମଳ ତନୁକୁ ।ମତୁଆଲ ହୋଇଗଲେ। ଘୁରି ବୁଲିଲା ହସ୍ତସ୍ପର୍ଶ ।ସାରା ଦେହ ଚୁମି ଚୁମି ଅଟକିଗଲା କେନ୍ଦ୍ର ବିନ୍ଦୁରେ ।ଅଜସ୍ର ଚୁମ୍ବନ ଦେଇ ତୃପ୍ତିକରିବସିଲେ କାମନାର ଅଗ୍ନିକୁ ।ଜଣେ ଦାର୍ଶନିକ କହିଥିଲେ, ନାରୀଟି ଯେବେ ତାର ହୃଦୟ ତୁମକୁ ଦେଇଦିଏ ,ତୁମେ ତାର ଅବଶିଷ୍ଟ ଅଙ୍ଗମାନଙ୍କ ସିକୁଳିରୁ ମଧ୍ୟ ମୁକୁଳି ପାରନାହିଁ । ରିୟାଙ୍କ ଅଙ୍ଗ ସିକୁଳି,ସ୍ତନ,ଯୋନି,ତ୍ୱଚା, ସର୍ବୋପରି ସୌନ୍ଦର୍ଯ୍ୟକୁ ଉପଭୋଗ କରିବାପାଇଁ ଉପଯୋଗ ଏହି ଅପରିଚିତ ବ୍ୟକ୍ତି ।

ବ୍ୟକ୍ତିଟି ରିୟାଙ୍କ କ୍ଷଣିକ ଉତେଜନାକୁ ଶାନ୍ତ କରି ଉପୟୁକ୍ତ ପାରିଶ୍ରମିକ ନେଇଚାଲିଗଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance