STORYMIRROR

Balaram Barik

Classics

2  

Balaram Barik

Classics

ମୋ କଥା

ମୋ କଥା

1 min
133

କଥା ବି ଅଧାରେ ଥିଲା।

ତା ସାଙ୍ଗେ ବାଟ ବି ଅଧା ଚାଲିଥିଲି।

କେବଳ ବଞ୍ଚୁଛି ଅଣନିଶ୍ୱାସୀ ହେଇ ଆଜିକାଲି।

ଏମିତି ଏକ ଦୋଛକିରେ ମୁଁ ଠିଆ ହୋଇଥିଲି ।

ସେ ମୋତେ ଭୁଲ ବୁଝିଲା ମୁଁ ବି ତାକୁ ଭୁଲ ବୁଝିଲି।

ରାତି ଅଧୁରା ଥିଲା ପୀରତି ମଧ୍ୟ ଅଧୁରା ରହିଗଲା।

ଲକ୍ ଡାଉନ୍ ସର୍ଟ ଡାଉନରେ ସବୁ ଆଶା ମଉଳି ଗଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics