STORYMIRROR

DAYANAND SABAR

Drama Fantasy Thriller

3  

DAYANAND SABAR

Drama Fantasy Thriller

ଜଉତୁକ ଲାଲଛ

ଜଉତୁକ ଲାଲଛ

2 mins
202


 ମିକି ୩ କରି କରି ସରକାରୀ ଚାକରି କରୁଛେ ବଳି ପଇସା ପତର ଜତୁକ ର ଲାଲଛ ଥି ଅଜୁ ତାର ଚରିତ୍ର, ଚାଲି ଚଳନ କିଛି ନି ଦେଖି ନ ବିହା ହେଇ ଗଲା ମିକି ମୋଡେର୍ଣ ଟୁକେଲ ହେ ହେତିର ଲାଗି କିଛି କାମ ବୁତା ନି ଜାନେ କି ଜାନି ଥିଲା କାମ ବି ନି କରେ, ଖାଲି ସଜେଇ ହେଇ ଟିଭି ଦେଖସି ମୋବାଇଲ ଚଳାସୀ ଆଉ ସଜେଇ ହେଇ ଅଫିସ ଜେସି , ଏନ୍ତା କାମ ଛଡ଼ା ତାକେ ଇ ସମାଜ ନେ କେନ୍ତା ଚଲସନ ବୁଲସନ ତାର କିଛି ଜଣା ନି ନ, ଚାକରି କରୁଛେ ବଳି ତାର ଭାଉ ବେସି ବଡ ସାନ କିଛି ନି ମାନେ,

ଦିନେ ତାର ମୁନୁସ ଅଜୁ ମିକି କେ କହେଲା ମୋର ମା କେ ଭଲ ନି ଲାଗବାର ଡକ୍ଟର ଦେଖେଇ କରି ଆଏସି ତୁମେ ଖାନା ବନେଇ ଥିବ ଆଏବାର କେ ଖୋବ ବେଳ ହେବା , ମିକି କାନେ ଇଅର ଫୁନ ଲଗେଇ କରି କିଛି ନି ଶୁନଲା ବାଗିର କରୁଥେ ଆଉ କିଛି ନି କହି ଚୁପ ଥେ । ଅଜୁ ଆଉ ତାର ମା ଡ଼ଃ ନକେ ଜେଇ କରି ଦେଖେଇ କରି ସୁଜା ପତର କରି କରି ମଏଧାନେ ଘର କେ ଆଏଲେ, ଦେଖଲେ ଯେ ମିକି ହଟେଲ ନୁ ସିଂଙ୍ଗଡା ବରା କୁଟି କରି ଆଉ ଖେଳା ପରେ ଜରି କେ ବି ନି ଫିକବାର ନ ହେନ୍ତା ଅଫିସ ଜେଇଛେ କିଛି ରନ୍ଧା ବଢ଼ା ନି କରବାର,ତାର ମୁନୁସ ନିଜେ ବନାଲା ମା ପୋ ଖେଲେ  ଅଫିସ ନୁ ମିକି ଆସଲା ପରେ ତାର ମୁନୁସ ଖାନା କେଜେ ନି ବନେଇ କହେଲା ।

ଯେ ମିକି ମୁହେଁ ମୁହେଁ ଜବାବ ଦେଲା ମୁଇ କେ ତୁମର୍ ଚାକର ଏ

ମତେ ବିହା ହେବାର ଲାଗି ତ ଏତେ ସୁନା ରୁପା ପଇସା ଆନଲ ଚାକର ଗୁଟେ ରଖି ନି ପାରତ କେଁ, ତୁମକେ ଚାକରି କରି ପୁସୁଛେଁ ନି ତ ଭୁକେ ମର୍ ତ , ହେନ୍ତା କେତେ କଥା କହେଲା, ବିଚରା ଅଜୁ ସୁନି କରି ଚୁପ ରହେଲା କେଁ କରବା, ଯୌତୁକ ଆନିଛେ ମାଙ୍ଗି କରି, କେଁ କରବା ମନେ ମନେ ପସ୍ତେଇ ହେଲା,...!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama