STORYMIRROR

DAYANAND SABAR

Children Stories

3  

DAYANAND SABAR

Children Stories

ବାବା ହେଇ ଗଲା କାବା

ବାବା ହେଇ ଗଲା କାବା

2 mins
237


ଗୁଟେ ଗାଁ କେ ବଡ଼ ବାବା ଟେ ଆସିଥେ ହେତିର ଲାଗି ଗୁରଦୁ ଲୋକ ଠୁଳ ହେଇ କରି ବାବାର ପ୍ରବଚନ ଧିଆନ ଦେଇ କରି ସୁନୁ ଥନ । ବାବାର କଥା ସୁନବାର ଲାଗି ଗବା ବି ଆସିଥେ ଆଉ ସୁନୁଥେ , ବାବା ପ୍ରବଚନ ଦେଉଥନ ଇ ସଂସାର ମୋହମାୟ। ଏ ପଇସା ପତର ଧନ ଦୌଲତ ସରଗ କେ କିଛି ସଂଗେ ନେଇ କରି ନି ଜ ,ଖାଲି ହାତେ ଆସିଛ ଖାଲି ହାତେ ଯିବ, ଭଗବାନ ର ସରଣଗାମୀ ହୁଅ,ଭଗବାନ ନ ନିଜକେ ସମର୍ପିଦିଅ ଏନ୍ତା ଖୋବ ଭଲ ଭଲ ପ୍ରବଚନ ସୁନଉ ଥେ, ପ୍ରବଚନ ସୁନି କରି ଗବା ବି ଭାବଲା ବାବା ସତ କହୁଛେ ବଲି ମୁଇ ବି ଭଗବାନ ଭକତିଆ ହେଇ ଜେସି

ଆଉ ମୋହମାୟା ନୁ ଦୂର ହେଇ ଜେସି, 

ଏତକି ବେଳେ ବାବାର ପ୍ରବଚନ ସରଲା ଯେ ଯେନ୍ତା ଘର ଜିବାର କେ ବାହାର ଲେ ହେତକି ବେଳେ ଦୁଇଟା ଲୋକ ବାବା ନ କେ ଆସି କରି 2ଲାଖ ଟଙ୍ଗା ଦେଲେ ଇ ସବୁ ଗବା ଦେଖୁ ଥେ ଅସଲ କଥା ଟା ବୁଝବାର ଲାଗି ଗବା ବାବା ନ କେ ଜେଇ କରି ପଚାରଲା ପଇସା କେଁ କରି ଛୀନଲ ତୋ ବାବା କହେଲା ଭକୁଆ ହେଲୁନ କେଁ ଏତେ ବେଲ ଭଲ ଭଲ ପ୍ରବଚନ ଦେନି ପଇସା ନି ନେମି କେ କହେଲା, ତୋ ଗବା ବାବା କେ ଗୁଟେ ଚଟକନ ଟେ ପିଟଲା , ଚଟକନ ର ଆବାଜ ସୁନି କରି ପାଶେ ଥିଲେ ଲୋକ ମାନେ ଗଦା ହେଇ ଗଲେ କାଣା ହେଲା କାଣା ହେଲା ବଲି, ବାବା ବି ପଚାରଲା ମତେ ସୋଯ ସୋଯ କେଜେ ପିଟଳୁ ବଲି ତ ଗବା ଉତର ଦେଲା ଯେନ ଦୁଇ ଲାଖ ଏବେ ଛିନଲୁ ଇଟା ତୁଇ ସରଗ କେ ନେଇ ଜେଇ ପାରବୁ କେଁ ବଏଲା, ବାବାର ପାଶେ କିଛି ଉତର ନି ଥେଇ ,ବାବା ହେଇ ଗଲା କାବା,


★ଆମେ ନିଜେ ହିଁ ବାବା ମାନକେ ବଢ଼ାବା ଦେସୁ ଇଟା ଆମର୍ ଭଗବାନ ଏ ସବୁ ଏ ବଳି

 ଗବା ବାଗିର ଆଘୋ ନୁ କଲେ ବାବା ମନେ ଭଗବାନ ର ନା ନେଇ କରି ନି ଠକତେ ନ, ନିଜର କର୍ମ ହିଁ ଭଗବାନ ଏ, ହେତିର କାଜେ ଦେଖି କରି ଚାଲ ବାର ପଡ଼ବା ସମକୁ



Rate this content
Log in