STORYMIRROR

DAYANAND SABAR

Comedy Drama Tragedy

3  

DAYANAND SABAR

Comedy Drama Tragedy

ଅଫବାଃ

ଅଫବାଃ

2 mins
252


ଆଏଜ୍ ଗଲା ରାତି ସପନ୍ ଟେ ଦେଖନି, ସପନ୍ ନେ ସ୍ଵୟଂ ନାରାୟଣ ଉଭା ହେଇକରି ମକେ କହେଲେ,

ହେ ବସ୍ୟ - ଇ ଜିବ୍ ଜଗତ୍ ରେ ଗୁଟେ ବଡ଼ ସଙ୍କଟ୍ ଆସିଛେ, ସେଟା ହଉଛେ କରୋନା ,ଇ କରୋନା ରୂପୀ ଅସୁର କେ ମିଟାବାର୍ ଲାଗି ମୁଇ ଦୁଇଟା ଉପାୟ କହୁଛେ ଧିଆନ୍ ଦେଇ କରି ସୁନ,


ପହେଲା ଉପାୟ, ୯ ତାରିଖ କିହେ ଘରୁ ନି ବାହାରି ନିଜର୍ ନିଜର୍ ଘର୍ ଦୁଆର୍ ଲିପା ପୁଛା କର ଆଉ ଘରେ ଯେତେ ଜିନିସ ପତର କପଡା ଲତା ଅଛେ ସେ ସବୁ କେ ଭଲ କରି ଧୁଇ କରି ସୁଖେଇ ଦିଅ ଯେନ ଜିନିସ ଧୁଇ ନି ହୁଏ ସେ ଜିନିସ କେ ତୁଳସୀ ପତର ନେ ଛିଏଇ ଛିଏଇ ରଖବ, 


ଦୁସ୍ରା ଉପାୟ ହେଲା ଇ ସଂସାର୍ ନେ ଯେତେ ମନ୍ଦିର୍ ମସଜିଦ୍ ଚର୍ଚ୍ଚ....ଇତ୍ୟାଦି ସବୁ ଅଛେ ସେଥି ଯେତେ ବି ଦାନ୍ ପେଟି ଥି ପଇସା ପତର୍ ଅଛେ ସେ ସବୁ କେ ନିଜର ସରକାର କେ ଦେଇ ଦିଅ କରୋନା ସଂଗେ ଲଡ଼ବାର ଲାଗି ଆଉ ଯେତେ ପାରୁଛ ସରକାର୍ ର ସହଯୋଗ୍ କର, ନି ତ ବିନାଶ ନିଶ୍ଚିତ ଆଏ


ମୁଇ- ହେ ଭଗବାନ ଆପଣ ଚାହେଲେ ତ ସବୁ କିଛି ଛନେ କେ ସମାଧାନ୍ କରି ପାରତେ, ହେଲେ ମକେ କେଁ କରି କହୁଛନ୍

ଆଉ ମୋର୍ କଥା କେନ୍ ସୁନବା, ହେତେ ବଡ଼ ପ୍ରଧାନମନ୍ତ୍ରୀ ର କଥା ଲୋକ୍ ନି ସୁନବାର ନି ମାନବାର୍, ଆପଣ ସିଧା ପ୍ରଧାନମନ୍ତ୍ରୀ କେ ଜେଇ କରି କେଁଜେ ନି କହେବାର??


ସ୍ୱୟଂ ନାରାୟଣ- ବସ୍ୟ ମୁଇ ଚାହେଲେ ତ ଛନେ ନି ଲାଗତା

ହେଲେ ସୃଷ୍ଟି କର୍ତା ର ନିୟମ୍ ର ହିସାବେ ମୁଇ କଲ୍କି ଅବତାର୍ ନେମି ସେଟା ଆଘୋ ନୁ ଫିକ୍ସ କରା ହେଇଛେ ,ତାର ସମିଆ ଆଏଲେ ଜେହିଁ ପୃଥିବୀ ନେ ଅବତାର୍ ନେମି, ଆଘୋ ନୁ ସେଟା କେ ନି ଭଙ୍ଗ୍ କରେ ,

କଳିଯୁଗ ନେ face to face କଥା ହେବାର୍ ଦେଖା ଦେବାର୍ ଟା ନିସେ ଆଉ ପ୍ରଧାନମନ୍ତ୍ରୀ ତ ଦେଶ ସେବାରେ ଏତେ busy ଅଛନ୍ ଯେ ଦିନରେତ୍ ନି ସୁଇବାର୍ ନ ସପନ୍ ହେଲେ ତ କହେଁତି ହେତିର୍ ଲାଗି ପ୍ରଧାନମନ୍ତ୍ରୀ କେ କହି ନି ପାରି ତୁମକେ କହି ଦେଉଛେ ,

ଦେଖ ତୁମର୍ whatsapp facebook youtube ଯେତେ ଜାନା ଅଛେ ସେଥି 11 ଝନ୍ କେ share କର ଆଉ ସେ ମାନକେ 11 ଝନ୍ କେ share କରବାର୍ କେ କହ ଆଉ ପ୍ରଧାନମନ୍ତ୍ରୀ ତକ ପୁହୁଚାହା ଇଟା ତୁମର କର୍ତ୍ତବ୍ୟ ଆଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy