STORYMIRROR

pawan Mohakul

Classics Inspirational

3  

pawan Mohakul

Classics Inspirational

ଜୀବନର ମାନେ

ଜୀବନର ମାନେ

1 min
373

ଜୀବନର ମାନେ କଣ ଖାଲି ଧନ କମେଇବା ସଞ୍ଚୟ କରିବା

କୋଠା ପରେ କୋଠା ବାଡେଇବା

ଧନ ପଛରେ ଗୋଡେଇ ଗୋଡେଇ ନୟାନ୍ତ ହେବା

ଶେଷରେ ସବୁ ଅନ୍ୟ ହାତ ରେ ଟେକି ଦେଇ, ସବୁ ଛାଡ଼ିଦେଇ

ଅଫେରା ବାଟରେ ଫେରିଯିବା, ନା ଆଉ କିଛି ।


ପ୍ରଶ୍ନ ମୋର ଉତ୍ତର ଆପଣଙ୍କର

କାରଣ ଜୀବନଟା ଆପଣଙ୍କର,

ଇଚ୍ଛା ବି ଆପଣଙ୍କର

ମନ ବି ଆପଣଙ୍କର

ମୁଁ ଖାଲି ମନେ ପକେଇ ଦେଲି

ହଁ ଏଇୟା ସତ ଯେ

ଦିନେ ନା ଦିନେ ମରିଯିବା,

ଏଣୁ ଜୀବନକୁ କିପରି ଉପଭୋଗ କରିବା

ଏହା ହିଁ ବଡ କଥା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics