pawan Mohakul

Action Classics Inspirational

3  

pawan Mohakul

Action Classics Inspirational

ଗୁଣ (character)

ଗୁଣ (character)

1 min
113



ଯଦି ରାବଣ ରାମ ଙ୍କ ଭିତରେ ତୁଳନା କରାଯାଏ ତେବେ,

ରାମ ଙ୍କ ଠାରୁ ବଡ଼ ପଣ୍ଡିତ ବଡ଼ ଜ୍ଞାନୀ ରାବଣ ଥିଲା । ବଡ଼ ଧନୀ ରାବଣ ଥିଲା । କାଳ ନିଜ ଶକ୍ତି ବଳରେ ବାନ୍ଧି ରଖିଥିଲା । ବୟସ ରେ ବି ବଡ ଥିଲା । ଭଗବାନ୍ ଶିବ ଙ୍କର ବଡ ଭକ୍ତ ବି ଥିଲା । ଯଦି ସବୁଥିରେ ବଡ ରାବଣ ଥିଲା, ତେବେ ରାମ ଙ୍କ ପାଖେ ଏମିତି କଣ ଥିଲା... ଯାହା ପାଇଁ ରାବଣ ର ସବୁ ଶ୍ରେଷ୍ଠତା ଛୋଟ ପଡିଗଲା...?

ଚରିତ୍ର (character)

ଯେଉଁଟା ରାବଣ ପାଖେ ନଥିଲା....

ତେଣୁ କୁହା ଯାଏ - "ଥିଲେ ଥାଉ ପଛେ ଗୁଣ ହଜାର,

             ଚରିତ୍ର ନଥିଲେ ସବୁ ଅସାର"......



Rate this content
Log in

Similar oriya story from Action