Akshayakumar Dash

Abstract

2.8  

Akshayakumar Dash

Abstract

ହୋଲି

ହୋଲି

2 mins
235


ରଙ୍ଗ ଆଉ ଜୀବନ ଗଛ ଚାଇ ପରି । ଜୀବନ ଅଛି ତ ରଙ୍ଗ ଅଛି। ଗଛ ଅଛି ତ ଛାଇ ଦିଏ । ଏକଥା ଶୁଣି ସୁଷମା ମୁରୁକି ମୁରୁକି ହସୁଥିଲେ । ସାଙ୍ଗ ମାନଙ୍କ ଭିତରେ ହୋଲି ଖେଳି ଦର୍ଶନ ଶୁଣି । ସୂର୍ଯ୍ୟ ଟିକିଏ ସଂକୋଚ ହୋଇ କହିଲେ କଣ ମୋକଥାର ଆପଣ ଏକମତ ନୁହନ୍ତି ଲାଗୁଛି । ସୁଷମା କହିଲେ ତୁମ କଥା ଭଲତ ହେଲେ ଗଛ କାଟିଦେଲେ ଛାଇ ପାଇବାକି?ସୂର୍ଯ୍ୟ କହିଲେ, ତାହା ତ ସତ ,ତେବେ ଗଛ କାଟିବ ପ୍ରସଙ୍ଗ ର ଯଥାର୍ଥ ଉତ୍ତର ମତେ ମିଳିନାହିଁ, ସୁଷମା କହିଲେ ତେବେ ଶୁଣ ।

ନାରୀଙ୍କ ସୁରକ୍ଷାର ପ୍ରଶ୍ନ ଉଠୁଛି। ପୁରୁଷ ପରି ନାରୀ କୁ ଅଧିକାର ମିଳିନି, ଜେସେ ଏକୁଟିଆ ନର୍ଭୟ ରେ ଯାଇପାରିବ। ତାର ପଛରେ ପୁରୁଷ ର ବାସନା ଅଛି । ପ୍ରତେକ ନାରୀ କେବେ ସୁରକ୍ଷା ପାଇପାରନ୍ତି ନାହିଁ । କେତେ ଢଙ୍ଗରେ ନାରୀର ଉପରେ ପୁରୁଷର ଚାପ ପଡିଥାଏ। ତାହା କେବଳ ନାରୀହି ଜାଣେ । ଖାଲି ସେତିକି ନୁହେଁ ଝିଅ ହୋଇ ଜନ୍ମ ନେବା ତାପାଇଁ ଅଭିଶାପ । ଜଣେ ଝିଅ କୁ କେତେ କେତେ ଜାଗାରେ ଝୁଣ୍ଟିବାକୁ ପଡେ ତାହା ପୁରୁଷ ମାନେ ବୁଝିବାକୁ ଚେଷ୍ଟା ନକରି ଏହାର ସୁଯୋଗ ନେଇ ସ୍ୱାର୍ଥ ପର ହୁଅନ୍ତି । ପୁରୁଷ ପରି ନାରୀର ବି ମନ ଅଛି ରଙ୍ଗ ଖେଳିବାକୁ। କିନ୍ତୁ ତାର ବଳୟ ଭିତରେ। ଅତିକ୍ରମ କଲେ ତାକୁ ଝିଣି ନେବାକୁ ପଛେଇବେ ନାହିଁ ଲମ୍ପଟ ମାନେ ।

ସୁସମା କଂ ଅନୁଭୁତି କୁ ଶୁଣୁଥିଲେ ସୂର୍ଯ୍ୟ । କିଛି ଉତ୍ତର ଦେବାକୁ ତାଙ୍କ ପାଖରେ ଭାଷା ନଥିଲା । ଥିଲା କେବଳ ସୁସମାଙ୍କ ପ୍ରତକ୍ଷ ଅନୁଭୂତିକୁ ବିଚାର କରିବାର ନୀରବତା । କିଛି ସମୟ ପରେ ନିଜ ଦୃଷ୍ଟିରୁ ଓହରି ଆସି କହିଲେ, ସାମାଜିକ ବ୍ୟବସ୍ଥାରେ ନାରୀକୁ ସ୍ୱତନ୍ତ୍ର ଅଧିକାର ଆଇନର ଆବଶ୍ୟକ । ଯାହାସବୁ ବର୍ତ୍ତମାନ ଆଇନ ବ୍ୟବସ୍ତା ଅଛି ସେତିକି ଯଥେଷ୍ଟ ନୁହେଁ ।

ସୁଷମା ଜୋରେ ହସିଲେ, କହିଲେ ତୁମେ ଜଣେ ପାଗଳ, ଏ ଆଇନ ର କାର୍ଯ୍ୟକ୍ରମ ଠିକ ଚାଲିଛି ତ? ତୁମ ଚାରି ପଟରେ ସଂକ୍ରମଣ ବ୍ୟବସ୍ତା ରେ ବିଚାର ପରେ ଦଣ୍ଡ ଦେବାକୁ ତୁମେ ବି ଗଲାବାଟ ଦେଖି ଖସିଯିବାକୁ ବସିବ । ପୁଣି ଆଉଗୋଟିଏ ସମସ୍ୟା ସୃଷ୍ଟି ହୁଏ, ତାହା ନିରାପତ୍ତା। ଆଜିର ଗଣତନ୍ତ୍ର ଡିଣ୍ଡିମ ପିଟିଚାଲିଛ ପୃଥିବୀର ଶ୍ରେଷ୍ଟ ନୀତି ଗଣତନ୍ତ୍ର ହେଲେ କଣ ହେଉଛି ପ୍ରକୃତ କ୍ଷେତ୍ରରେ । ଜଣେ ଗଣତନ୍ତ୍ର ବୁଝିନଥିବା ବ୍ୟକି ସମକକ୍ଷ ଆଜିର ରାଜନୀତି । ରାଜନୀତି ରେ ସ୍ୱାର୍ଥ ରଖି ଗରୀବର ସୀମାରେଖା ତଳେ ଥିବା ବ୍ୟକ୍ତିବି ସରକାରୀ ସୁଯୋଗରୁ ବଂଚିତ ହେଉଛି । ପ୍ରତିବାଦ କଲେ ଧମକ । ତେବେ କୁଆଡେଗଲା ତୁମ ଆଇନ?

ରଙ୍ଗ କେବଳ ପୁରୁଷ ମାନେ ଖେଳନ୍ତି। ନାରୀ ଖେଳିଲେ କଟାକ୍ଷ ଦୃଷ୍ଟି। କାରଣ ନାରୀ କୁ ବେରଙ୍ଗୀ କରି ମଜା ନିଏ ଆମ ସଭ୍ୟତା । ସଂସ୍କୃତି ରୁ ବାଦ ପଡିଛି ମାନବିକତା । ପରମ୍ପରା ଉଇ ଖାଇ ଦେଲାନି ରାଜନୀତି। ନଦୀ ବହୁତ ହେଲେ ଜଳ ଶୂନ୍ୟ ନାରୀ ସୁରକ୍ଷା


Rate this content
Log in

Similar oriya story from Abstract