STORYMIRROR

Sameer Kanhar

Classics Fantasy Others

3  

Sameer Kanhar

Classics Fantasy Others

ଡୋରା

ଡୋରା

1 min
236

ଓଡ଼ିଆ ସିନେମା ଜଗତର ଜଣାଶୁଣା ଅଭିନେତା ଓ ଅଭିନେତ୍ରୀ ମାନେ ଏହି ଚଚ୍ଚିତ୍ରଟିରେ ଅଭିନୟ କରିଛନ୍ତି। ତଥା ହିରୋ ପ୍ରଶାନ୍ତ ନନ୍ଦ, ହେରୋଇନ ମହେଶ୍ୱତା ରାୟ, ସହଯୋଗୀ ସ୍ବର୍ଗତ ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା ଇତ୍ୟାଦି । ବହୁ ବର୍ଷ ପୂର୍ବେ ଏହି ଡୋରା ସିନେମା ଜଗତର ଚଳଚିତ୍ର ବହୁତ୍ ସୁପର ହିଟ୍ ଚଳଚ୍ଚିତ୍ର ଅଟେ। ଏଠାରେ ଗୋଟିଏ ସଂଭ୍ରାନ୍ତ ପରିବାର ଠାରୁ ଆରମ୍ଭ କରି। ଗୋଟିଏ ଜଙ୍ଗଲରେ ବଡୁଥିବା ଏହି ଡୋର ନାମରେ ଅଭିନୟ। ଗାଁ ଲୋକମାନେ କିଭଳି ଭାବରେ ନିଶାଦ୍ରବ୍ୟ ବିବ୍ୟାହର କରି ମତାଲ୍ ରହନ୍ତି । ଲୋକମାଣେ ଜୁଆ, ବାଜି ଇତ୍ୟାଦି ଖେଳି ନିଜର ଜୀବନ ଯାପନ କରୁଛନ୍ତି ଏବଂ ଜଣେ ମହାଜନ କିପରି ତାଙ୍କୁ ଶୋଷଣ ଅତ୍ୟାଚାର କରୁଥିଲେ ତାହାବି ଉପସ୍ଥାପନା କରାଯାଇଛି। ଏହି ଠାରେ ଶ୍ରୀରାମ ପଣ୍ଡା ଏଠାରେ ଗୋଟିଏ ସୁରକ୍ଷା କର୍ମୀ ଭାବରେ ଅଭିନୟ କରିଛନ୍ତି ଏବଂ ବିଜୟ ମହାନ୍ତି ଜଣେ ସଂବ୍ରନ୍ତ୍ ଭାବେ। ଏହି ଚଚ୍ଚିତ୍ରଟିରେ ସମ୍ପୂର୍ଣ ଭାବ ଗୋଟିଏ ଜଙ୍ଗଲ ଆଦିବାସୀ ମାନଙ୍କ ଉପରେ ଆଧାରିତ କରାଯାଉଛି। ଏହି ଚଳଚ୍ଚିତ୍ର ସମାଜରେ କେଉଁ ଭଳି ଭାବରେ ଶୋଷଣ ଚାଲିଛି ତାହା ଉପରେ ଆଧାରିତ ମହେଶ୍ଵତା ରାୟ ଜଣେ ବଡ଼ ଘର ଝିଅ ଭାବେ ଅଭିନୟ କରିଛନ୍ତି। ସେପୁଣି ଗୋଟେ ଘରିବ ପୁଅ ସହ ପ୍ରେମ ସମ୍ପର୍କ ଗଢି ଉଠିଥଏ । ଜଙ୍ଗଲରେ ଡୋର ଓ ମହେଶ୍ୱତା ଦେଖା ହୁଅନ୍ତି । ଆଦିବାସୀ ମାନଙ୍କ ଜୀବନ ସରଳ ହେତୁ ସେ ଜଙ୍ଗଲ୍ ଆଦିବାସୀ ପରିବାର ପୁଅ ସହ ପ୍ରେମ ସମ୍ପର୍କ ସୁଦୃଢ ଥାଏ ଏବଂ ଡୋର ହେରୋଇନକୁ ଜଙ୍ଗଲରେ ପାଇବା ପରେ ସେ ତାକୁ ଅତିଥି ଭାବେ ସେବା କରିବ ସେ ସେବାରୁ ପ୍ରେମ ସମ୍ପର୍କ ସୁଦୃଢ ହୋଇଥାଏ। ତାପରେ ସେ ଆଦିବାସୀ ଜୀବନରେ ବିତିବ ପାଇଁ ପ୍ରସ୍ତୁତ ହେଉଛି ମହେଶ୍ଵତା ଏହି କାହାଣୀ ଟିଏ ସମ୍ପୂର୍ଣ୍ଣ ଗାଁ ଲୋକମାନଙ୍କୁ ନେଇ ପ୍ରସ୍ତୁତି ହୋଇଛି।


Rate this content
Log in

Similar oriya story from Classics