Sameer Kanhar

Abstract

2  

Sameer Kanhar

Abstract

ମାଆର ଦୁଃଖ

ମାଆର ଦୁଃଖ

1 min
79


ଦିନ ଥିଲା ସେ ଦିନ ଯିଏ ଏ ଗାଁକୁ ବହୁ ହେଇ ଆସିଥିଲା ସେ ବହୁତ୍ ସ୍ବପ୍ନ ମଧ୍ୟ ଦେଖିଥିଲା । ବାପ ଘରୁ ଶାଶୂ ଘର ପର୍ଯ୍ୟନ୍ତ। ଜାତି ମାଟିର ଘର କଟୁ ଥିଲା ତାର ଜୀବନ ସତେ ଯେମିତି କଳା ମେଘ୍ ପରୀ ଘଟି ଆସିଲା ବିପଦ। ଘର ସଂସାର ମଧ୍ୟ ଅଛି ତାଙ୍କର ବହୁତ୍ କିଛି ସାପ୍ନ ଥିଲା ତାର । ଆଉକିଛି ସପ୍ନ ମଧ୍ୟ କିନ୍ତୁ। ଅଧା ରହିଗଲା କାହାଣୀ। ସେ ଆଯାକୁ ରୋଗ ଗ୍ରସ୍ତ ବହୁ ଯନ୍ତ୍ରଣା ଭଗୁଛ। ବିଶ୍ବାସୀ ଯାହା ଦୂର୍ବିଷ ହୋଇଛି ସ୍ତବ୍ଦ ପରିବେଶ ମୀନ ର ସ୍ୱପ୍ନ କୁ ଜଣେ ଦି ମଜୁରୀ ।


ଗୋଟିଏ ସାମା ଚାଷୀଟିଏ ମାତ୍ର। ପରିବାରକୁ ପ୍ରତି ପୋଷଣ ମଧ୍ୟ କରନ୍ତି। ସାଙ୍ଗରେ ତାଙ୍କର ମାତ୍ର ୬ ବର୍ଷ ର ଗୋଟିଏ ପୁଅ। ତାକୁ ମଧ୍ୟ ଗଡ଼ି ତୂଳୀ ଥାଆନ୍ତି। ମିନା ଅନେକ ସ୍ବପ୍ନ ଦେଖିଥିଲେ ଜେ ମୋର ପୁଅ ଦିନେ । ବଡ଼ ମଣିଷ ହେବ ଏବଂ ସେ ତାଙ୍କୁ ପୋଷଣ କରିଥାନ୍ତି। ମାର ଏହି ଦୃଶ୍ୟ ଦେଖି ପୁଅ ମଧ୍ୟ ବହୁତ୍ ଅସୁବିଧା ଅନୁଭବ କରୁଚି। କାଇ କଇ ହୋଇ କାନ୍ଧୁ ଥାଏ। ପୁଣି ମାଁ ପାଖରେ ବସି ମାଁ ର ସ୍ନେହ କୁ ଆଦର କରୁଥାଏ। ଟୁକୁ। ମାଁ ମଧ୍ୟ ପୁଅ କୁ ଖୁବ୍ ଧାର୍ଯ୍ୟ ସହ ପୁଅ କୁ ସାହସ ଦେଉଥାଏ। ଓ ପଣତ କାନିରେ ଢାଙ୍କି ଦେଉ ଥାଏ। ସେ ୬ ବର୍ଷ ରେ ପୁଅ ଯେମିତି କନ୍ଧୁ ଥାଏ ବହୁତ୍ କହ ଭାରା କାନ୍ଧ। ସରକାର କଣ ଶୁଣୁନାହାନ୍ତି କି। ସାର୍ କର ମଧ୍ୟ ତାକୁ କହୁଛି। ଯେ ଗରିବୀ ହଟାଅ ଓ ଝିଅ ବଞ୍ଚାଅ ଆଜି ବି ସରକାର କୁ ସାକ୍ଷୀ ହୋଇ ରହି ଯାଇଛି । ସରକାର କେତେଯେ ଯନ୍ତ୍ରଣା ଦାୟକ ସେ କଥା ସେ ହିଁ ବୁଝି ପରେ ମିନି ।


  


Rate this content
Log in

Similar oriya story from Abstract