Sameer Kanhar

Abstract Drama Romance

3  

Sameer Kanhar

Abstract Drama Romance

ପ୍ରିୟ ଶିକ୍ଷକ

ପ୍ରିୟ ଶିକ୍ଷକ

2 mins
212


ପୁରାତନ କାଳରେ ଭାରତୀୟ ସମାଜରେ ଗୁରୁଙ୍କ ସ୍ଥାନ ସେତନ୍ତ୍ର ଓ ଶୀର୍ଷକ । ପିତା ମାତା ପରେ ଗୁରୁ ବା ଶିକ୍ଷକ ହେଉଛନ୍ତି ଛାତ୍ରର ଅତି ଆପଣାର । ଶିକ୍ଷକ ଙ୍କ କଲ୍ୟାଣ ଛାତ୍ର ସାମଗ୍ରିକ ଉନ୍ନତି ସମ୍ଭବପର । ଜାତିର ନିର୍ମାଣ ଗୁରୁ ସଂପ୍ରଦାୟ ଉପରେ ନିର୍ଭରଶୀଳ। ଗୁରୁ ଯୁଗେ ଯୁଗେ ଗରୀୟାନ ଓ ମହାନ୍ । ଜଗତ ମଙ୍ଗଳ ପାଇଁ ଗୁରୁଙ୍କ ଠାରେ ଗୁରୁ ନିଜର ସୁଖ ସୁବିଧା କୁ ଜଳାଞ୍ଜଳି ଦେଇ ଶିଷ୍ୟର ହିତସାଧନ କରିବା ପାଇଁ ତାଙ୍କର ପରମ ଉଦ୍ୟମ । ଗୁରୁ ଦେବତ୍ୱର୍ ସନ୍ଧାନ ପାଇଁ ଉପନିଷଦ କାର । ଏହିପରି ସମ୍ପ୍ର୍ତାୟକ୍ ସମାଜରେ ଜଣେ ଦେବୋପମ ଗୁରୁ ହେଉଛନ୍ତି , ଡ଼ ନବଘନ ସାହୁ । ତାଙ୍କରି ପାଇଁ ମୁଁ ବହୁଭବରେ ପ୍ରଭାବିତ ।

     କନ୍ଧମାଳ ଜିଲ୍ଲାରେ ପଞ୍ଚାୟତ ମହାବିଦ୍ୟାଳୟ ଫିରିଙ୍ଗିଆ । ସେ ମହାବିଦ୍ୟାଳୟ ପ୍ରତିଷ୍ଠିତ ବର୍ତ୍ତମାନ ଓଡ଼ିଶାର ଜଣା ଶୁଣା ବ୍ୟକ୍ତି ଶ୍ରୀଯୁକ୍ତ ମାନ୍ୟବର ମନ୍ତ୍ରୀ ପରିବହନ ବିଭାଗର ଜଣେ ସୁଧକ୍ଷ ପଦ୍ମନାଭ ବେହେରା ଙ୍କ ଦ୍ଵାରା ସ୍ଥାପିତ ସେ ମହାବିଦ୍ୟାଳୟ ର ଛାତ୍ର ମୁଁ ସମୀର କହଁର । ବର୍ତ୍ତମାନ ମୁଁ ଆଜି ଜଣେ ନେତାଜୀ ସୁଭାଷ ବୋଷ କନିଷ୍ଠ ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ଭାବ କାର୍ଯ୍ୟ ରତ ଅଟେ । ମୁଁ ବିଦ୍ୟାଳୟ ଜୀବନରେ ମୁଁ ଅନେକ ଶିକ୍ଷକ ଙ୍କୁ ସାନିଧ୍ୟ ଲାଭ କରିଛନ୍ତି । ପ୍ରତ୍ୟେକ ଗୁରୁଜୀ ମୋ ପାଇଁ ଦେବତା, ମାତ୍ର ମୋର ପ୍ରିୟ ଶିକ୍ଷକ ଓ ଆଦର୍ଶ ଶିକ୍ଷକ ଭାବ ଅଧକ୍ଷ ନବଘନ ସାହୁ ମୋତେ ସତତ ଆନୁପ୍ରେରିତ କରିଥିବାରୁ ମୁଁ ଆଜି ତାଙ୍କୁ କୋଟି କୋଟି ପ୍ରଣାମ ।

      ସେ ଜଣେ ସୁଧକ୍ୟ ଭବରେ ପରିଚିତ ସେ ତାଙ୍କ ବିଷୟରେ ବହୁତ୍ ସୁଧକ୍ଷା ଭାବରେ କାର୍ଯ୍ୟରତ କରନ୍ତି । ଆମେ ସବୁ ଛାତ୍ର ଛାତ୍ରୀ କେବେ ବି ଅବୋହେଲିତ କରିନାହୁ । ତାଙ୍କ ପାଠ ପଢ଼ା ଶୈଳୀ ବହୁତ୍ ସୁନ୍ଦର୍ ।ସେ ସଧାବଲେ ହସ ହସ ବଦନ ତେଣୁ ଆମେ କେବେ ବି କାହାକୁ ରାଗନ୍ତି ନାହିଁ । ସାଧା ବେଳେ ପିଲା ମାନଙ୍କୁ ଉଛାହିତ କରିଥାନ୍ତି । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସେ ଥିଲେ ଜଣେ ଦେବତା ରୂପୀ ନାରାୟଣ ଡ଼ ନବଘନ ସାହୁ ।

       ଗୁରୁ ବିନା ସାହା ନାହିଁ            ଗୁରୁ ବିନା ରାହା ନାହିଁ


Rate this content
Log in

Similar oriya story from Abstract