STORYMIRROR

Sameer Kanhar

Tragedy

2  

Sameer Kanhar

Tragedy

ସାବତ ମାଆ

ସାବତ ମାଆ

1 min
124

ମାଁ ହେଉଛି ଜଗତ ପାଇଁ ଗୋଟିଏ ପବିତ୍ର ନା ଟିଏ । ମାଁ ନାମ ଟି ଉଚ୍ଚାରଣ କରିବାକୁ ପଡ଼ିଥାଏ। କହିକି ନା ସମସ୍ତଙ୍କ ପାଇଁ ମାଁ ନଥାଏ । ଏହି ମାଁ ନାମ ଟିକୁ କିଛି କଳଙ୍କିତ ମାଁ ମନେହି ଅପବିତ୍ର କରିଥାନ୍ତି । ମାଁ ଶବ୍ଦ ଟି ବହୁ ପବିତ୍ର ଓ ସୁନ୍ଦର ଶବ୍ଦ ଟିଏ। ମାଁ ର ଡାକ ରେ ବିଶ୍ଵ ବାସି ମାନଙ୍କୁ ହାର୍ଦ୍ଦିକ ଶୁଭକାମନା ଦିଅନ୍ତି। ଏହି ପବିତ୍ର ଭୂମିକୁ ପାଇଁ ମଧ୍ୟ ସୁନ୍ଦର ହେଇଥାଏ। ଏହି ପବିତ୍ର ମାଁ ନାମ ଟି କେତେ ଯୁଗ ଯୁଗ ଅତୀତ ହୋଇ ସ୍ଥିର ହୋଇ ଅଛି। ମାଁ ନାମ ଉଚ୍ଚାରଣ କଲେ ନିଜେ ପବିତ୍ର ହୋଇ ଥାଆନ୍ତି କିନ୍ତୁ ଏହି ମାଁ ଅର୍ଥ ହେଉଛି । ଦୁଇଟି ଗୋଟିଏ ମାତା ଓ ଅନ୍ୟଟି ଦେବୀ ମାଁ ତେଣୁ ଏହି ମାଁ ଡାକରେ ଦୁହେଁ ଙ୍କୁ ଡାକିବାକୁ ପଡ଼ିଥାଏ। କିନ୍ତୁ ଆଜି କାଲି ଗୋଟିଏ ପରମ୍ପାନୁଯାୟୀ ପୁଣି ସାବତ ମାଆ ବୋଲି ଡାକନ୍ତି । କିନ୍ତୁ ସେ ଆଜି ଗୋଟେ ବହୁତ୍ ସୁନ୍ଦର ନାମ କୁ ପୁଣି କଳଙ୍କି ସାଜି ମାଆ ନା ଟି କୁ ଆଜି କଳଙ୍କି ବୋଲି ଡାକନ୍ତି ତାକୁ 'ସାବତ ମାଆ' ସାବତ ମାଆ ବୋଲି କହିବାର ଅର୍ଥ ହେଉଛି ଜନ୍ମ ମାଁ ନୁହଁ ବରଂ ଅନ୍ୟ ଜଣେ ମାଁ ଙ୍କୁ ସାବତ ମାଆ ବୋଲି କୁହନ୍ତି । ସାବତ ମାଆ ନିଜ ପୁଅ ଝିଅ ଯେଉଁ ପରି ସ୍ନେହ କରନ୍ତି ନାହିଁ ତେଣୁ ତାକୁ କୁହା ଯାଏ ସଂସାର ତାକୁ 'ସାବତ ମାଆ' କୁହା ଯାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy