STORYMIRROR

Sameer Kanhar

Abstract Children Stories Action

3  

Sameer Kanhar

Abstract Children Stories Action

ମଦ

ମଦ

1 min
226

ମଦ ହେଉଛି ବର୍ତ୍ତମାନ ମଣିଷ ସମାଜ ପାଇଁ ଗୋଟିଏ। ଅମୃତ ଅନୁଭବ କରୁଛନ୍ତି । ଏବଂ ଯେତେ ବଡ଼ ଜ୍ଞାନୀ ବ୍ୟକ୍ତି ଜଣକ ହେଲେ ମଧ୍ୟ ସେ ମଦ କୁ ଗ୍ରାସ କରିବାରେ ପରେ। ଯେ କୌଣସି ବ୍ୟକ୍ତି ହୁଏନା କାହିକି ମଦ ନେଇ ସାରିବା ପରେ । ଜଣେ ଜଣେ ଫିଲ୍ଲିମ ହିର ମନେ କରନ୍ତି । ନିଜର ହିତା ହିତ ଜ୍ଞାନ କୁ ଭୂଲି ଯାଆନ୍ତି। କିଛି ଲୋକ ଏଇ ସାମାନ୍ୟ ଗୋଟିଏ ମଦ ବୋତଲ ପାଇଁ ମଦ୍ୟ ଜଘନ୍ୟ ହତ୍ୟାକାଣ୍ଡ ବୋମାମାଡ ଘଟଣା ମୁଖ୍ୟ ଅଭିଯୁକ୍ତ ଭାବରେ ଅଭିନୟ କରିଛନ୍ତି। କାରଣ ସେମାଙ୍କଠାରେ ଆଗ ପଛ କିଛି ଦେଖା ଯାଏ ନାହି। ସେମାନଙ୍କୁ କିଛି ନିରୀହ ଲୋକଙ୍କ ଜୀବନ କୁ ମାଟିରେ ମିଶେଇ ଦିଅନ୍ତି । ଗରିବ ନିରୀହ ଲୋକଙ୍କ ପିଲା ଛୁଆଙ୍କୁ ତାଙ୍କ ଠାରୁ ଆଲଗା କରନ୍ତି। ତାଙ୍କ ପାଇଁ ସତେ ଯେମିତି କି ଲାଗେ କାହାର ଏକୁଶିଆ ବାହାଘର ପାଇଁ କୁକୁଡ଼ା ଓ ଛେଳିକୁ ହତ୍ୟା କରିବା ବୋଲି ସେମାନେ ଲୋକ ମାନଙ୍କୁ ମଧ୍ୟ ମାରି ଦେବାକୁ ପଛାଇ ନାହିଁ । ଯେ ପରି କି ନୟାଗଡ଼ ଜିଲ୍ଲା ର ଏକ ପରୀ ବୋଲି ଝିଅ କୁ କିଭଳି ଭାବରେ ହତ୍ୟା କଲେ ସେ ଝିଅ ର କଣ ବା ଭୁ? ମାତ୍ର ୫ ବର୍ଷ ର ଝିଅ ଟିଏ । ଲୋକ ମାନେ ମଦ ପାଇଁ ସେ ମାନେ ମୁହୂର୍ତ୍ତ ମୁହୂର୍ତ୍ତ ଅନେଇ ବସିଥାନ୍ତି । ଯେ କିଏ କେବେ ଡାକି ବ ବୋଲି ହେଉ ଲୋକ ମାନେ ମଦ ପିଇବାକୁ ଆରମ୍ବ କରେ ସେ ମୁକ୍ତିଲାଭ ପାଇଁ ସାତ ଜନ୍ମ ଲାଗେ । ସେ କାହାରି କଥାକୁ ବି ରଖେ ନାହି। ତାର ମାତ୍ର ନିଜର କଥା ହିଁ ହୁଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract