STORYMIRROR

Sameer Kanhar

Horror Romance Classics

1  

Sameer Kanhar

Horror Romance Classics

ସଚିନ ତେନ୍ଦୁଲକର

ସଚିନ ତେନ୍ଦୁଲକର

1 min
119

ସଚିନ ରମେଶ ତେନ୍ଦୁଲକର ଜଣେ ଭାରତୀୟ କ୍ରିକେଟ ର ଜନକ ବୋଲି କୁହା ଯାଏ। ତାଙ୍କ ନାମ ଥିଲା ସଚିନ ତେନ୍ଦୁଲକର ତାଙ୍କ ଜନ୍ମ ୨୪ ଏପ୍ରିଲ୍ ୧୯୭୩ ରେ ଜନ୍ମ ଗ୍ରହଣ କରିଥିଲେ। ଏମିତି ବହୁତ୍ ଭାରତୀୟ କ୍ରିକେଟ ଖେଳାଳି ଥିଲେ ସେମାନେ ବହୁତ୍ ହାରି ଯାଉଥିଲେ। ସେହି ଠିକ୍ ସମୟରେ ଜଣେ ଭାରତୀୟ କ୍ରିକେଟ ଖେଳାଳି ସଚିନ ତେନ୍ଦୁଲକର ସେ ଶିକ୍ଷା କ୍ଷେତ୍ରରେ ବହୁତ୍ କମ୍ । ସେ ମାତ୍ର ଅଷ୍ଟମ ଫେଲ୍ କରିଥିଲେ । ହେଲେ ବାପା ମାଁ ମଧ୍ୟ ବହୁତ୍ ଚିନ୍ତା ଥିଲେ କି ତାଙ୍କ ପୁଅ ବଡ ହୋଇ କନ୍ କରିବା ଏମିତି ହେଲା । ତାପରେ ସେ କ୍ରିକେଟ୍ ମ୍ୟାଚ୍ ଖେଳାଯିବ ପାଇଁ ପ୍ରସ୍ତୁତ ହେଲା ଏବଂ ସେ ଗୋଟେ ପରେ ଗତେ ମ୍ୟାଚ୍ ଜିତିବାକୁ ଲାଗିଲେ । ତାପରେ ସେ । କ୍ରିକେଟ୍ ଜୀବନୀ ଲେଖକ ଜଣେ ବରିଷ୍ଠ କ୍ରିକେଟ୍ ଭାବେ ପରିଚିତ ହେଲେ ସଚିନ ତେନ୍ଦୁଲକର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror