STORYMIRROR

Sameer Kanhar

Abstract Classics Thriller

3  

Sameer Kanhar

Abstract Classics Thriller

ସଂଘର୍ଷ

ସଂଘର୍ଷ

1 min
169

ମୋ ଜୀବନରେ ଏମିତି କିଛି ଘଟିଛି ତାହାକୁ ଜୀବନେ ମୁଁ ଏବେ ବି ଭୁଲି ପାରୁନି। ମୁଁ ମୋ ଜୀବନରେ ବହୁ ସଂଘର୍ଷରେ ଜୀବନ ଯାପନ କରିଛି ତାହା ମୁଁ ଅଙ୍ଗେ ଲିଭାଇଛ। ମୁଁ ଯେତେବେଳେ ପ୍ରଥମ ମୌଖିକ ପରୀକ୍ଷା ଦେବା ପାଇଁ ଯାଜପୁର ଆବାସିକ ମହାବିଦ୍ୟାଳୟରେ ମୁଁ ଓଡ଼ିଆ ଅଧ୍ୟାପକ ପାଇଁ ଯାଇଥିଲି । ସେଠାରେ ବହୁତ୍ ପ୍ରକାର ପ୍ରଶ୍ନ ପଚାରିଲେ କହିଲି ମଧ୍ୟ ହେଲେବି ମୁଁ ପାଇଲି ନାହିଁ। ପୁଣି ଆସିଲି କଳାହାଣ୍ଡିକୁ ସେହି ପରି ବିନାୟକ ଆବାସିକ ମହାବିଦ୍ୟାଳୟରେ ପୁଣି ମୌଖିକ ପରୀକ୍ଷା ଅପରାହ୍ନ ପର୍ଯ୍ୟନ୍ତ ହେଲା। ସେଠାରେ ସମ୍ପାଦକ କିଛି ଦିନ ପରେ ଜଣେଇଲେ ଓ ମୁଁ ସେଠାରେ ଅଧ୍ୟାପକ ଭାବରେ ନିଯୁକ୍ତି ପାଇଲି l ହେଲେ ଭାଗ୍ୟର ବିଡମ୍ବନା ହେତୁ ମୁଁ ମାତ୍ର ଏପ୍ରିଲ୍ ମାସ ୪ ତାରିଖ ୨୦୧୯ ଠାରୁ ନଭେମ୍ବର ୫, ୨୦୧୯ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲି କିନ୍ତୁ ସେହି ଆଠ ମାସ ପର୍ଯ୍ୟନ୍ତ ବହୁ ସଂଘର୍ଷମୟ ଜୀବନ ଯାପନ କରିଥିଲି ଯାହା ମୋ ଜୀବନ ପାଇ ମୁ ମଧ୍ୟ ଭୁଲି ପାରିବି ନାହିଁ। ତେଣୁ ସେ ସଂଘର୍ଷଟିକୁ ଭୁଲି ପାରିବି ନାହିଁ। ମୋ ଜୀବନରେ ଏହି ଘଟଣାଟି ସବୁ ଦିନ ପାଇଁ ମନେ ରହିଯିବ। ଆଠ ମାସ ପର୍ଯ୍ୟନ୍ତ ବହୁ ସଂଘର୍ଷରେ ଜୀବନ ଯାପନ କରିଛି। କଷ୍ଟ ଅନୁଭବ କରିବା ପାଇଁ ଉପସ୍ଥିତ ଥିବା ବେଳେ ଏକ ଦୁର୍ଘଟଣାରେ ଗୁରୁତର ଆହତ ହେବାରୁ ସେ ଜଣେ ବହୁତ୍ ଭଲଥିଲେ ଓ ସହାୟତା କରିଥିଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract