STORYMIRROR

Sameer Kanhar

Action Classics Inspirational

2  

Sameer Kanhar

Action Classics Inspirational

ମହାତ୍ମା ଗାନ୍ଧି

ମହାତ୍ମା ଗାନ୍ଧି

1 min
302

ମୋହନ ଦାସ କରମ ଚାନ୍ଦ ଉତ୍ତମ ଚାନ୍ଦ ଗାନ୍ଧୀ ଙ୍କ ପୁତ୍ର ମୋହନ ଦାସ କରମ ଚାନ୍ଦ ଗାନ୍ଧୀ। ଗାନ୍ଧୀ ଜନ୍ମ ୨ ଅକ୍ଟବାର ୧୮୬୯ ମସିହା ରେ ଗୁଜରାଟ ର ପୋରବନ୍ଧର ରେ ସେ ଏକ ବଣିକ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ ତାଙ୍କ ତାଙ୍କ ବାପା ଜଣେ ମହାନ୍ ଭ୍ୟତି ଗାନ୍ଧୀଜୀ ଙ୍କ ମାଁ ଙ୍କ ନାମ ଥିଲା ଯେ ପୂତୁଲିବାଇ ସେ ଜଣେ ଧର୍ମ ପରାୟଣ ମହିଳା ଥିଲେ ତେଣୁ ଗାନ୍ଧୀ ମଦ୍ୟ ରହିଛି ସେ ତାଙ୍କ ମାଁ ଙ୍କ ଭଳି ସେ ମୋଦ୍ୟା ବହୁତ୍ ୯ ବର୍ଷ ମଧ୍ୟରେ ରା କୋଟ ରେ ସ୍ଥାନୀୟ ସ୍କୁଲରେ ନାମଲେଖା ଥିଲେ ୧୧ ବର୍ଷ ବୟସରେ ରେ ସେ ରାଜ୍ କୋଟ ହାଇସ୍କୁଲ ସେ ଜଣେ ବହୁତ୍ ଲାଜ କୋଳି ଥିଲେ ବହୁ ଶାନ୍ତ ସ୍ଵଭାବ ଥିଲେ ତାଙ୍କ ଖେଳି ଖେଳି ମଦୁ ନଥିଲା ୧୮୮୩ ତାଙ୍କର ବିବାହ କରିଥିଲେ।୧୮୮୫ ରେ ଗାନ୍ଧୀଜୀ ଙ୍କ ପ୍ରଥମ ଥର ସନ୍ତାନ ଜନ୍ମ ଗ୍ରହଣ କରିଥିଲେ। କିଛିଦିନ ପରେ ମୃତୁ ହୋଇ ଥିଲା। ଏବଂ ତାଙ୍କର ୪ ଟି ପୁତ୍ର ଥିଲା ହୋରିଲାଲ୍, ମୋହଁଲାଲ୍, ରାମ ଦାସ ଓ ଦେବ ଦାସ ୧୮ ବର୍ଷ ବୟସରେ ମହାଦ ବାଦ୍ ହାଇସ୍କୁଲ ରୁ ବି ଏ ପାସ୍ କଲେ। ଜାନୁୟରୀ ୩୦ ତାରିଖ ସନ୍ଧ୍ୟା ୫ ଟା ୧୭ ମିନାଟ୍ ରେ ତାକୁ ଜଣେ ହିଧୁ ଧର୍ମ ର ଜଣେ ନାଥିରାମ ଗଡସେ ତାକୁ ଗୁଳି ମାଡ଼ରେ ମୃତ୍ୟୁ ବରଣ କରିଥିଲେ ରାମ ରାମ ବୋଲି ମୃତ୍ୟୁ ବରଣ କରିଥିଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action