Sameer Kanhar

Children Stories Children

2.9  

Sameer Kanhar

Children Stories Children

ସନ ପରୀ

ସନ ପରୀ

1 min
127


ଗୋଟିଏ ରାଜ୍ୟରେ ଗୋଟିଏ ପରୀ ଥିଲା ତା ନାମ ଥିଲା ସନ୍ ପରୀ ସେ ସବୁ ବେଳେ ସୁନା ରଙ୍ଗର ଥିବାରୁ ତାକୁ ସମସ୍ତେ ସନ୍ ପରୀ ବୋଲି ଡାକୁ ଥିଲେ । ସେ ଗୋଟିଏ ଦିନ ତା ସାଙ୍ଗ ମାଙ୍କ ସହ ଖେଳୁ ଖେଳୁ ସେ ଗୋଟିଏ କୂଅରେ ଡେଇଁ ପଡ଼ିଲା । ତା ସାଙ୍ଗମାନଙ୍କୁ କାହାକୁ ଠିକ୍ ସେ ପହଁରିବା ଆସୁନଥାଏ । ହେଲେ ବି ନିଜ ସାଙ୍ଗକୁ ରକ୍ଷା କରିବା ପାଇଁ ଉପସ୍ଥିତ ଥିଲେ। ସଙ୍ଗେ ସଙ୍ଗେ ସେ କୂଅ ଭିତରକୁ ଡେଇଁଲେ । ସେ ମନେ ଯାହା ଦେଖିଲେ ଯେ ତାକୁ ଆଉ କହିଲେ ନ ସରେ ସେମାନେ ପରୀ ରାଇଜରରେ ପହଞ୍ଚି ଗଲେ । କିଛି ଦିନ ପରୀ ରାଇଜ ରହିବା ପରେ ସେ ମନେ ଗାଆଁକୁ ଫେରିଲେ । ତାଙ୍କ ବାପା ମାଆମାନେ ବହୁତ୍ ବ୍ୟସ୍ତ ହେଉଥାନ୍ତି। କରନ୍ ୪ ଜଣ ଛୋଟ୍ ପିଲା ମାନେ ଏତେ ଦିନ ହେଲା ଘରକୁ ଫେରୁ ନାହାଁନ୍ତି। କିଛି ଦିନ ପରେ ଘରକୁ ଫେରିଲେ। ତାଙ୍କ ମାଆ ଓ ବାପାମାନେ ପିଲାମାନଙ୍କୁ ଠାରୁ ଯାହା ଶୁଣିଲେ ଯେ ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହଇଗଲେ ସେଦିନ ଠାରୁ ସନ୍ ପରୀ ଠାରୁ ମିଶି ବେଳେ ବେଳେ ପରୀ ରାଇଜକୁ ବୁଲିବା ପାଇଁ ଯାଆନ୍ତି।


Rate this content
Log in