STORYMIRROR

Sameer Kanhar

Comedy Drama Action

2  

Sameer Kanhar

Comedy Drama Action

ତେନାଲିରାମା

ତେନାଲିରାମା

1 min
107

ଗୋଟିଏ ରାଜ୍ୟରେ ଜଣେ ରାଜା ଥିଲେ ତାଙ୍କ ନାମ ଥିଲା ସିଂ ସେ ଭାର ରାଗି। ଏଵଂ ତାଙ୍କ ରାଜ୍ୟରେ ଥିବା ଜଣକୁ ରାଜା ଆଦେଶ ଦେଲେ ଯେ ତେନାଲିରାମାକୁ ଏକା ଥରେକେ ହତ୍ୟା କରିବା ପାଇଁ କିନ୍ତୁ ସେ ବହୁତ୍ ଚଲାକି ଚତୁର ବୋଲି ସେ ବଞ୍ଚି ଯାଉଛି। ରାଜା କହିଲେ ତାଙ୍କ ସୈନ୍ୟ ସାମନ୍ତଙ୍କୁ କହିଲେ ଯେ ଆକୁ ଜଙ୍ଗଲକୁ ନେଇ ଯିବ ଠିକ୍ ଜାଗାରେ ତାକୁ ବେକ ପର୍ଯ୍ୟନ୍ତ ପୋତି ଦେବ। ତାପରେ ହସ୍ତୀ ନେଇ ତାକୁ ଚିପିବାକୁ କହିଲା ସୈନ୍ୟ ସାମନ୍ତ ମାନେ ତାକୁ ରାଜା କହିବା କଥା କଲେ ତାକୁ ପୋତି ଦେଇ। ହସ୍ତୀ ଆଣିବାକୁ ରାଜ ପରିବାରର ଗଲେ ସେ ସମୟରେ ଜଣେ ଲୋକ ରାସ୍ତାରେ ଯାଉଥାଏ। ତାକୁ ଡାକି କହିଲା ମୋ ନାକ ଟିକେ କୁଣ୍ଡେଇ ହଉଛି। ସେ ଲୋକ ପଚାରିଲା ତୁମେ ଏଠି କଣ କରୁଛ ବୋଲି କହିଛନ୍ତି। ସେ ତେନାଲିରମା କହିଲା ମୋ ଅଣ୍ଟା ଉଠେଇ ଧକ୍କା ଦେଇ ଚାଲି ପାରୁ ନାହିଁ। ବାବାଜୀଙ୍କ କଥା ମାନି ମୁଁ ଏହା କରୁଚି ଏବେ ମୋ ଅଣ୍ଟା ଟିକେ ଠିକ୍ ହେଇଚି ସେ ଲୋକ ମଧ୍ୟ କହିଲା ମୋ ଅଣ୍ଟା ମଧ୍ୟ ତମୋ ପରି । ତେଣୁ ମୁଁ ମଧ୍ୟ ଠିକ୍ ହେବାକୁ ଚାହୁଁଛି। ତାକୁ ପଟି ଦେଇ ସେ ତ୍ନାବାର୍ଲୁଉ ରମା ଚାଲିଗଲେ । ସୈନ୍ୟ ସାମନ୍ତ ମାନେ ଆସି ଦେଖିଲେ ଯେ ସେ ଜାଗାରେ ଆଉ କିଏ ଅଛି। ତାକୁ ପୁଣି ସେ ମାଟି ଭିତରୁ ବାହାର କରି ତାକୁ ପଚାରିଲେ। ପୁଣି ତେନାଲିରାମା ରାଜା ପାଖକୁ ଗଲେ ରାଜା ତାକୁ କହିଲେ, ଯେ ମୁଁ ତତେ ଆଉ ମୃତ୍ୟୁ ଦାଣ୍ଡ ଦେବି ନାହିଁ ତୁ ମୋ ରାଜ୍ୟ ଠାରୁ ବାହାରି ଯା । ସେ ଠାରୁ ତେନାଲିରାମା ସେ ରାଜ୍ୟରୁ ବାହାରିଗଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy