STORYMIRROR

Sameer Kanhar

Others

2  

Sameer Kanhar

Others

ଚନ୍ଦ୍ରମୁଖୀ

ଚନ୍ଦ୍ରମୁଖୀ

1 min
127

ଯେ କୌଣସି ସିନେମା ଜଗତରେ ନାୟିକା ଜଣେ ନିହାତି ଭାବରେ ଦରକାର। ସେହି ଭଳି ଭାବରେ ଅଭିନୟ ମଧ୍ୟ । ଚନ୍ଦ୍ରମୁଖୀ... ତାର ଏତେ ସୁନ୍ଦର ମୁହଁ ଯେ, ତାକୁ ଯିଏ ବି ଦେଖନ୍ତି । ପୁରା ପୁରି ସ୍ୱର୍ଗର ଚନ୍ଦ୍ର ପରି ଦେଖା ଯାଏ। ଏତେ ମନମୁଗ୍ଧକର କରି ଦିଏ । ଚନ୍ଦ୍ରମୁଖୀ ତାର ଅଭିନୟ ମଧ୍ୟ ଠିକ୍ ସେପରି ହୋଇଥାଏ। ଯେତେବେଳେକୁ ସେ ଅଭିନୟ ପରଦାକୁ ଅବତରଣ କରେ ସମସ୍ତେଙ୍କ ମନ ବିଭୋର ହୋଇଉଠେ । ଧାରାବାହକି ହେଉ କିମ୍ବା ସିନେମା ଜଗତରେ ନାୟିକା ବହୁ ଭଳ ଲାଗେ କେବେ କେବେ ସେ ଏମିତି ଅଭିନୟ କରିଛନ୍ତି ଓଡ଼ିଆ କଥାଚିତ୍ର ଜଗତରେ ତାକୁ ବହୁତ ପ୍ରଶଂସା କରନ୍ତି। ଧାରାବାହିକ ମଧ୍ୟ ବହୁ ପ୍ରଶଂସା ଯୋଗ୍ୟ ।ଚନ୍ଦ୍ରମୁଖୀ ବେଳେ ବେଳେ ପୁରା ଚନ୍ଦ୍ର ପରି ଶୀତେଇ ଯାଏ। ସେଥିପାଇଁ ସେ ବହୁ ପ୍ରଶଂସା କରନ୍ତି ଦର୍ଶକମାନେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍