ବସନ୍ତ ର ଆଗମନ
ବସନ୍ତ ର ଆଗମନ
ମୁ କେଉଁ ଋତୁ ନୁହଁ ଜେ ବଦଳିଯିବି
ମୁ ତ ସେଇ ପକ୍ଷୀ ଯିଏ ସକାଳେ ବାହାରିଯାଏ
ସନ୍ଧ୍ୟା ହେଲେ ତା ବସା କୁ ଫେରିଆସେ
ଠିକ ମୁ ବି ସେମିତି ଏ ବସନ୍ତ ଋତୁର ସନ୍ଧ୍ୟାରେ
ତମ ଭାବନାର ସେ ଛୋଟ ସହରରେ ହଜିଯାଏ l
ମୁ ସିନା ତମ ଆଖି ଠାରୁ ବହୁତ ଦୂରରେ ଅଛି
ତ କଣ ହେଲା ଜଦି ଜୀବନରେ କେବେ ଭାଙ୍ଗି ପଡିବ
ମୋ କଥା ଥରେ ମନେପକାଇବ ତୁମ ଛାଇ ହୋଇ
ତୁମ ପାଖେ ପାଖେ ସବୁବେଳେ ଥିବି
ଠିକ ଏ ବସନ୍ତ ଋତୁ ର ହାଲକା ପବନ ଭଳି l
