KAMALKUMAR DASH

Romance Classics

3  

KAMALKUMAR DASH

Romance Classics

ବର୍ଷା

ବର୍ଷା

1 min
200



   ମୁଁ ଗାଁ କୁ ଆସିଛି ଅନେକ ଦିନ ପର ପରେ| କାହିଁକି କେଜାଣି ଆଜି ବହୁତ ବର୍ଷା ହେଉଛି | ପିଲା ଦିନ କଥା ମାନେ ପଡୁଛି ଓଦା ହୋଇ ଡ଼ଙ୍ଗା ଭସାଇବା କଥା | ସାଙ୍ଗ ମାନେ ମିଶି ଗରମ ଗରମ ପକୋଡ଼ି ଓ ବାଇଗଣି ଛାଣି ଖାଇବା କଥା | ହେଲେ ତୁ ନାହୁଁ ବୋଲି କିଛି ଭଲ ଲାଗୁନି | ଏତିକି ଲେଖି ଗାଁ ଦlଣ୍ଡର ବର୍ଷା ର ଫଟ ସହ ଋତୁନ ପାଖକୁ ପଠାଇଲା ରାକେଶ |

      କିଛି ସମୟ ପରେ ଋତୁନ ଲେଖିଲା ତୋର ସେ ବର୍ଷl ଫଟ ଦେଖି ସବୁ ପୁରୁଣା କଥା ମନେ ପଡିଗଲା ହେଲେ ମୋ ମେଡିକାଲ ପଢା ସରିବାକୁ ଆଉ ୨ ବର୍ଷ ଲାଗିବ ଆଉ ତୋର ଇଂଜିନିୟରିଂ ବି ତ ଆଉ ଦି ବର୍ଷ ବlକି ଅଛି | ହଁ ଦଶରା ମୁଁ ଗାଁ କ ଆସିବି ସୁବିଧା ହେଲେ ତୁ ବି ଆସେ କିଛି ଦିନ ମିଶିକି ଭୋଜି କରିବା ସାଙ୍ଗଙ୍କ ସାଥିରେ | ରାକେଶ ର ମୁଂହ ଶୁଖିଗଲା ଋତୁନ ର ମେସେଜ ରେ |

 


Rate this content
Log in

Similar oriya story from Romance