kamal kumar dash

Romance

3  

kamal kumar dash

Romance

ଭାଲେଣ୍ଟାଇନ ଡେ

ଭାଲେଣ୍ଟାଇନ ଡେ

2 mins
217



ଭାଲେଣ୍ଟାଇନ ଡେସୁବ୍ରତ ଓ ଶିଲା ଗୋଟିଏ ସହରରେ ପାଖା ପାଖି ଘରେ ରହୁଥିଲେ ଓ ଗୋଟିଏ କଲେଜରେ ପଢୁଥିଲେ | ସୁବ୍ରତ ଏକ ରହୁଥିଲା | ସୁବ୍ରତ ଶିଲା କୁ ଭଲ ପାଉଥିଲେବି କିଛି କହି ପାରୁ ନଥିଲା କଲେଜରେ ,କଲେଜ ବାଟରେ ଦେଖାହେଲେ ସେ ସିଲା ସାଥିରେ କଥା ହେବାକୁ ଚେଷ୍ଟା କରୁଥିଲା ହେଲେ ସିଲା ଏଡେଇ ଚାଲି ଯାଉଥିଲା | ଶିଲା ର ଜନ୍ମ ଦିନରେ ତାଙ୍କ ଘରକୁ ଯାଇ ତାକୁ ଜନ୍ମ ଦିନର ଶୁଭକାମନା ଜଣାଇଲା ଓ ଗୋଟେ ଛୋଟ ଡଲ ଗିଫ୍ଟ ଦେଲା ସୁବ୍ରତ | ଥାଙ୍କସ କହି ଟିକେ ହସିଦେଲା ସିଲା ପ୍ରଥମ କରି | ତା ଦିଦିଙ୍କ ଘରେ ରହି ପଢୁଥିଲା ସିଲା | ଦିଦି ଟିଚର ଥିଲେ ସ୍କୁଲରେ ଓ ବହୁତ ସ୍ନେହୀ ଥିଲେ | ସେଦିନ ଦିଦି ସୁବ୍ରତ କୁ ବସିବାକୁ କହିଲେ ଓ ଶିଲା କୁ କହିଲେ ତାକୁ ମିଠା ଦେବାପାଇଁ | ମିଠା ଦେବାବେଳେ ସୁବ୍ରତ ଶିଲା କୁ ବହୁତ ପାଖରୁ ଦେଖିଲା ଓ ହସିକି ଥାଙ୍କ ୟୁ କହିଲା | ମିଠା ଖାଇ ସାରି ଦିଦି ଙ୍କୁ ନମସ୍କାର କରି ନିଜ ଘରକୁ ଫେରି ଆସିଲା | ସେ ଦିନ ବହୁତ ଖୁସି ଥିଲା ସେ | ତାପରେ କେତେ ଥର କଲେଜରେ ସିଲା ଦେଖାହେଲା ତା ସହିତ ହେଲେ ,ଗଲା ଦିନ ଭଳି ବାୟ କହି ଚାଲି ଯାଉଥିଲା ସେ , ବେଶୀ କିଛି ପରିବର୍ତନ ଆସିନଥିଲା ସିଲା ର ଭାବନାରେ ସୁବ୍ରତପ୍ରତି | ସୁବ୍ରତ କିନ୍ତୁ ସିଲା କୁ ଭଲ ପାଉଥିଲା ,କେମିତି ସିଲା କୁ ସେ କଥା କହିବି ତାର ବାଟ ଖୋଜୁଥିଲା | ଅନେକ ଦିନ ପରେ ଭାଲେଣ୍ଟାଇନ ଡେ ଆସିଲା | ଦିଦି ସକାଳୁ ସ୍କୁଲ ଗଲା ପରେ ସୁବ୍ରତ ଗୋଟେ ଗୋଲାପ ତୋଡ଼ା ନେଇ ସିଲା ଘର ଆଗରେ ପହଁଚିଲା | କଲିଙ୍ଗ ବେଲ ମାରିଲା ଓ ଗୋଲାପ ତୋଡ଼ାକୁ କବାଟ ସାମ୍ନାରେ ରଖି ଲୁଚିଗଲା |ଶିଲା କବାଟ ଖୋଲି ସେ ଫୁଲ ତୋଡ଼ାଟି ନେଲା ଓ ତା ଦେହରେ ଲାଗିଥିବା କାର୍ଡ କୁ ପଢିଲା ସେଥିରେ ଲେଖା ଥିଲା " ହାପି ଭାଲେଣ୍ଟାଇନ ଡେ ଶିଲା , ଇ ଲଭ ୟୁ " ତଳେ ଲେଖାଥିଲା ସୁବ୍ରତ | ଟିକେ ଡରିଗଲା ସେ ଝରକାରେ ଦେଖିଲା ସୁବ୍ରତ ଟିକେ ଦୂରରେ ଠିଆ ହୋଇ ତାକୁ ହାତ ହଲାଉଛି | ସେ ଧଡ଼ କରି ଝର୍କI ବନ୍ଦ କରିଦେଲା | କଲେଜ ପରୀକ୍ଷା ପାଇଁ ଛୁଟିଥିଲା | ସୁବ୍ରତ ବହୁତ କିଛି ଭାବୁଥିଲା | ଦିନେ ସନ୍ଧ୍ୟାରେ ସୁବ୍ରତ ଘରକୁ ଫେରି ଦେଖିଲା ତା କବାଟ ଆଗରେ ଗୋଟେ ରଜନୀଗନ୍ଧI ଫୁଲର ତୋଡ଼ା ଓ କାର୍ଡ ଥୁଆ ହୋଇଛି | ସୁବ୍ରତ ଦୌଡ଼ି ଯାଇ ସେଇଟା ଉଠା ଇଲା ଓ ପଢିଲା | କାର୍ଡରେ ଲେଖାଥିଲା "ଆଇ ଲଭ ୟୁ ଠୁ " ତଳେ S ଲେଖାଥିଲା | ସୁବ୍ରତ କୁ ପ୍ରଥମେ ବିଶ୍ୱାସ ହେଲାନି | ସେ ଖୁସିରେ ନାଚିଗଲା ସେ ସେ ରାତିରେ ତାକୁ ନିଦ ହେଲାନି | ତା ପରଦିନ କଲେଜରେ ସେ ସିଲା କୁ ଗୁଡ଼ ମର୍ନିଙ୍ଗ କହିଲା ,ସିଲା ବି ତା ପାଖକୁ ଆସି ଗୁଡ଼ ମର୍ନିଙ୍ଗ କହିଲା | ସୁବ୍ରତ ତାକୁ କଫି ପିଇବାକୁ ଡାକିଲା ଦୁହେଁ କ୍ୟାଣ୍ଟିନରେ ଯାଇ କଫି ପିଇଲେ



Rate this content
Log in

Similar oriya story from Romance