ଅନ୍ଧର ଭାଳି
ଅନ୍ଧର ଭାଳି
ଜୀବନ ଦୁଇ ଦିନ । ମଣିଷ ଏଠି ନିଜ ଦୁଃଖ ଆକୁ ଜଣଙ୍କ ସାଙ୍ଗରେ ବାଣ୍ଟେ ଓ ସେ ଅନ୍ୟ ଦୁଃଖର ମଧ୍ୟ ସାଥୀ ହୁଏ। ଜୀବନରେ ହାରିଗଲେ ହରିହେଇଯାଏ । କିନ୍ତୁ ହାରିବାକୁ ନ ଡରି ଆଗକୁ ବଢିବା ଗୋଟିଏ ଜୀବନର ଆଗାମୀ ପାଠ ହୋଇଯାଏ ।
ଦୟାକରି ଗପଟିକୁ ପଢନ୍ତୁ ଓ ବୁଝନ୍ତୁ।
ଆପଣ ଜୀବନରେ ଯାହା ଦୁଃଖ ସହିଛନ୍ତି ଭୁଲି ଯାଇ ଏଇଂ ସାତ ଗପର ତତ୍ତ୍ଵର ମଜା ନିଅନ୍ତୁ ।
ଗୋଟିଏ ବିଦ୍ୟାଳୟ କଥା । ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ଦେଇ ପଢିବାକୁ ପଡ଼ିଥାଏ । ବିଦ୍ୟାଳୟରେ ଶିକ୍ଷା ଶିକ୍ଷୟତ୍ରୀ ବହୁତ୍ ଭଲ।ପାଠ ସହିତ ସବୁ କାମରେ ପୂର୍ବ ଦକ୍ଷତା । ପିଲାଙ୍କୁ ପୁରା ଅଲଗା ଭାବେ ଗଢ଼ିଥନ୍ତି । କିନ୍ତୁ ସେଇ ପିଲାମାନଙ୍କ ମଧ୍ୟରେ ଖରାପ ଚରିତ୍ରର ମଧ୍ୟ ପିଲା ଥିଲେ ।
ଦିନକର କଥା ଗୋଟିଏ ବଡ଼ ଛୁଟି ପରେ ଆଲ୍ଫା ବିଦ୍ୟାଳୟକୁ ଯିବା ମାଆ ବହୁତ୍ ବ୍ୟସ୍ତ । ସକାଳୁ ଉଠି କାମରେ ଲଗିପଡ଼ିଚି ପୁଣି ଆକୁ ଆସିବା ସଞ୍ଜ ବେଳେ କଣ ଟିକେ ଟିଫିନିରେ ପ୍ୟକ କରିକି ଦେଇଦିଆନ୍ତନି । କିନ୍ତୁ ସେ ଏଥିରେ କଣ କରିବ । ସେ ତ ରାତି ଚାରିରୁ ଉଠିଲାଣି କାମ ଦାମ ସାରିଲାଣି ହେଲେ ପୁଅର କାମ ସରିବାର ନା ନାହିଁ । ପୁଅ ତା ମନ ମୋତିଆ ଡେରିରେ ଉଠିଲା ତା ସାଙ୍ଗରେ ପୁଣି ସବୁ କାମରେ ଡେରି। ମାଆ ବହୁତ୍ ବ୍ୟସ୍ତ । ଆଲ୍ଫା କାମ ସାରି ବିଦ୍ୟାଳୟକୁ ଗଲା କିନ୍ତୁ ସେଇଦିନ ମାଆ ତାକୁ ଘରେ ବହୁତ୍ ପାଟି କରିଥିଲା। ପୁଣି ସେଦିନ ବିଦ୍ୟାଳୟରେ ପ୍ରଥମ ପରୀକ୍ଷାର ଫଳାଫଳ ଘୋଷଣା ହେଲା । ତାର ପୂର୍ବ ପରୀକ୍ଷାରେ ବହୁତ୍ ଖରାପ ହେଇଥିଲା । ସେ ସେଦିନ ବହୁତ୍ ଭାଙ୍ଗିପଡିଲା ଜୀବନରେ ପୁଣି ଥରେ ସେଇଭଳି ଘଟଣା ଘଟିଲା । ସେ ବହୁତ୍ ଭାବିଲା କିନ୍ତୁ ସବୁ ସରିଯାଇଥିଲା। ସେ ତା ଭୁଲକୁ ବୁଝିଲା କିଛି ଦିନ ପରେ ସେ ବୁଝିଲା ସେ ଜାଣି ପାରିଲା ଯେ କିଛି କାମ ପାଇଁ ସେ ଏଭଳି ଦୁଃଖ ପାଉଛି । ତାହା ହେଉଛି ତା ସଂଗର ଖରାପ ପ୍ରକୃତି। ସେ କାନ୍ଦିଲା ଓ କାନ୍ଦିଲା .....
ସେ ଆଜି ଜାଣିଲା ତାର ଭୁଲ ଓ ସେ ତା ବାଟ ବୁଝିନେଲ ସେ ତାର ଅନ୍ଧର ଭଳିକୁ ଜାଣି ପାରିଲା।
