ଧୋକା
ଧୋକା
ଜୀବନରେ ବହୁତ୍ ଦୁଃଖ କଷ୍ଟ ସହିବାକୁ ପଡ଼ିଥାଏ କିନ୍ତୁ ଏହି ଥିରେ ଆମକୁ ନିଜ କାମ ସମାପ୍ତ କରିବାକୁ ପଡେ। ଏହା ଏକ ରଙ୍ଗ ମଞ୍ଚ ଯେଉଁଠି ସବୁ କାମ ସେଇ ଅନନ୍ତ କରାଇଥାନ୍ତି ଆମେ ମାତ୍ର ଏଠାରେ ମାଧ୍ୟମ । ରଙ୍ଗମଞ୍ଚରେ କାଳ କୃତି ସମାପ୍ତ ହେଲେ ପୁଣି କର୍ମ ଅନୁସାରେ ସେଇ ଅନନ୍ତ ବାଟ ଖୋଜିଥାନ୍ତି। ଏହା ହଉଚି ଜୀବନର ସତ୍ୟତା।
କିନ୍ତୁ ଧୋକା ଗୋଟିଏ ଏମିତି କାମ ଯାହା ଥରେ ଦେଲା ପରେ ଧୋକା ପାଇଥିବା ଲୋକ ର ହୃଦୟ ରେ ତା ପ୍ରତି ଥିବା ଭଲପାଇବା କମିଯାଏ। ଏହା ଏକ ଏମିତି ଜିନିଷ ଯାହା ଗୋଟିଏ ବନ୍ଦୁ ଠାରୁ ବନ୍ଧୁକୁ ,ଜୀବନ ସାଥିଥରୁ ଜୀବନସାଥି ପୁରା ବିଚ୍ଛିନ୍ନ କରିଦିଏ । ଏତରେ ଆମେ ବନ୍ଧୁତା ଭିତରେ ଧୋକା ସମ୍ପର୍କରେ ପଢ଼ିବା।
ଦୁଇଜଣ ସାଙ୍ଗଙ୍କ କାହାଣୀ। ଏବେ ସେ ଦୁଇଜଣଙ୍କ ଜୀବନ ରାସ୍ତା ପୁରା ବଦଳି ଯାଇଚି ଓ ନିଜ ଜୀବନର ପ୍ରକୃତ ସାଥୀ ମଧ୍ୟ ସେମାନଙ୍କୁ ମିଳିସାରିଛି ।ଚାଲନ୍ତୁ ଏବେ ଆମେ ବିଷୟ ଉପରକୁ ଯିବା ।ଦୁଇ ସାଙ୍ଗଙ୍କ ନାମ ବିଶ୍ୱଜିତ୍ ଓ ଜ୍ୟୋତିରଂଜନ। ସେ ଦୁଇ ଜଣ ଗୋଟିଏ ବିଦ୍ୟ
ାଳୟ ରେ ପଢନ୍ତି। ଦୁଇ ଜଣ ବହୁତ ଭଲ ସାଙ୍ଗ ଥିଲେ। ଦୁହେଁ ଦୁହିଁଙ୍କୁ ବହୁତ୍ ଭଲ ପାଉଥିଲେ । ଏହା ତାଙ୍କ ବନ୍ଧୁତ୍ୱରୁ ଜଣା ପଡୁଥିଲା । କିନ୍ତୁ ପରବର୍ତ୍ତୀ ସମୟ ରେ ଜଣେ ଜଣଙ୍କୁ ଏମିତି ଛାଡ଼ି ଚାଲିଯିବା ବୋଲି ଜଣେ କେବେ ବି ଭାବିନଥିଲେ । ମଝି ରାସ୍ତାରେ ଜଣେ କିପରି ନିଜ ସାଥିକୁ ଭୁଲି ଯାଇପାରେ ତାହାକୁ ହିଁ ଧୋକା କହନ୍ତି।
ବିଦ୍ୟାଳୟରୁ ପ୍ରବେଶିକା ପରୀକ୍ଷାରେ ରେ ପାସ କରିଥିଲେ ତା ପରେ ସେ ଦୁଇ ଜଣ ଗୋଟିଏ ବିଦ୍ୟାଳୟ ରେ ନାମ ଲେଖାଇଲେ ଓ ସେଠାରେ ପଢ଼ିଲେ। ନୂଆ ବିଦ୍ୟାଳୟ ଓ ନୂଆ ଶିକ୍ଷକ ସହିତ ନୂଆ ସାଙ୍ଗ ସାଥି। ସେମାନେ ଦୁଇଜଣ ବହୁତ୍ ଭଲ ଭାବରେ ମିଶନ୍ତି। କିନ୍ତୁ ସେ ପରସ୍ପର ସହିତ ଭଲ ଭାବରେ ମିଶିନଥିଲେ । ସେଥିପାଇଁ ସେ ଜୀବନରେ ଏତେ ଧୋକା ପାଇଲେ । ଶେଷରେ ବିଶ୍ୱଜିତ୍ ଜ୍ୟୋତିରଂଜନକୁ ଛାଡ଼ି ଚାଲିଗଲା । ସେ ଭାଙ୍ଗିପଡିଲା ସ୍ତେବେଲେ ତା ସାଙ୍ଗରେ ଆକୁ ଜଣେ ମିଶିଲା କିନ୍ତୁ ପ୍ରଥମେ ପ୍ରଥମେ ପ୍ରଥମେ ତାକୁ ସେ ଅଣଦେଖା କାଳ କିନ୍ତୁ ପଛରେ ସେ ତ ସାଙ୍ଗରେ ଗୋଟେ ଏମିତି ମଜବୁତ୍ ପାଚେରୀ ତିଆରି କାଳ ଯୌତ ଲଭଙ୍ଗିବ ଅସମ୍ଭବ ।