STORYMIRROR

Jyoti Ranjan Rout

Children Stories

3  

Jyoti Ranjan Rout

Children Stories

ଗୋଲ ମୋଲ ଚୁଙ୍ଗୁ

ଗୋଲ ମୋଲ ଚୁଙ୍ଗୁ

1 min
199

ଚୁଙ୍ଗୁ ହେଉଛି ଚୁଲିଆ ବାବୁ ଓ ତାଙ୍କ ଧର୍ମ ପତ୍ନୀ ଗୁଙ୍ଗୁ ମାଆ ଙ୍କ ପୁଅ। ପୁଅ ଟି ବହୁତ୍ ଗଲୁଆ । ଗାଳି ପଡେ ନସୁନିଲେ ତାର ଭାତ ହଜମ ହୁଏ ନି।ତାର ରାତିରେ ଉଠି ଖାଇବା ର ବଡ଼ ଅଭ୍ୟାସ ଥିଲା । ସେ ରାତି ରେ ଉଠି ଘର ଚାମୁଣ୍ଡା ଚାମୁଡ଼ି କରି ଯାହା ପାଇ ଖାଇଦିଏ । ସେ ଏ ବିଷୟରେ କାହାକୁ କିଛି କହେନି। ଦିନକର କଥା ଚୁଙ୍ଗୁ ସ୍କୁଲ ରେ ସାର୍ ଙ୍କ ଠୁ ମାଡ ଖାଇ ବସ ଉଠ୍ ହୋଇ କି ଘରକୁ ଫେରିଛି । ଘରେ ସାର୍ ଙ୍କ ଆଗରେ ବହୁତ ସତ ମିଛ  ଯୋଡିକି କହିଚୁ ତା ପରେ ତା ବାପା ସାର୍ ଙ୍କ ଘରକୁ ଯାଇଛି ସାର୍ ଙ୍କୁ ବହୁତ ପାଟି କରିଛନ୍ତି ଓ କିଛି ନବୁଝି ନଶୁଣି ତାଙ୍କୁ ଦୋଷ ଦେଇଛନ୍ତି । ସାର୍ ମଧ୍ୟ ଏଇ କଥା ହେଡ୍ ସାର୍ ଙ୍କ ଆଗରେ ପକାଇଲେ ଓ ହେଡ୍ ସାର୍ ଏଇ ବିଷୟରେ ତୋ ବାପା ସାଙ୍ଗରେ କଥା ହେବେ ବୋଲି କହିଲେ । ତା ପରଦିନ ଚୁଂଗୁ ଙ୍କ ବାପା ଙ୍କୁ ସ୍କୁଲ କୁ ଡକାଗଲା ତା ବାପା କଥା କୁ ବୁଝିଲ ପରେ ଜାଣିଲା ଜୀ ଏଥି ସାର୍ ନୁହେଁ ଏଇ ଚିଙ୍ଗୁ ର ଭୁଲ ଅଛି ବୋଲି ଜାଣିପାରିଲେ। ।

ତା ପରେ ଛୁଙ୍ଗୁ କୁ ବାଡେଇ ବାଡେଇ ତା ବାପା ତାକୁ ଘରକୁ ନେଇଗଲେ।



Rate this content
Log in