STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଯୋଗ

ଯୋଗ

1 min
221


ପ୍ରାତଃ ବେଳାରେ କରିବା ଶଯ୍ୟା ତ୍ୟାଗ,ସଭିଏଁ ନିୟମିତ ଭାବେ କରିବା ଯୋଗ

ସ୍ୱାସ୍ଥ୍ୟ ଅଟଇ ଅମୁଲ୍ୟ ସମ୍ପଦ

ଯୋଗ କରୁଥିଲେ ନ ଆସିବ ବିପଦ 

ନିରୋଗ ଶରୀର ତେବେ ହୋଇବ

ଯେବେ ଯୋଗ କରିବାରେ ମନ ଲାଗିବ

ଯୋଗ କରିବାକୁ କରିବନି ମନା

ରୁଷି ମୁନିଙ୍କ ଠାରୁ ଏହା ହୋଇଛି ସର୍ଜନା

ବ୍ୟାୟାମ,ପ୍ରଣାୟାମ ସାଥିରେ କରିବା ଆସନ

ଯୋଗ କରୁଥିଲେ ସୁସ୍ଥ ହେବ ଦେହ ମନ

ଆଜିଠାରୁ ସଭିଏଁ ଯୋଗ କରିବା

ସବୁ ବୟସରେ ଆରୋଗ୍ୟ ରହିବା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational