STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଯୋଗ ହିଁ ଜୀବନ

ଯୋଗ ହିଁ ଜୀବନ

1 min
192

କର୍ମମୟ ଜୀବନର

ସଫଳତା ବିଫଳତା

ମଧ୍ୟରେ ଜରାଜୀର୍ଣ୍ଣ

ଶରୀର ହୋଇଉଠେ

 ଅବଶମୟ 

ଯୋଗ ଅବଶ ଶରୀରେ

ବାନ୍ଧି ଆଣେ ଫୁର୍ତ୍ତିର

  ସମାବେଶ

ସାରେ ଜୀବନ ରକ୍ଷକ

ପ୍ରାତ କାଳେ ଯୋଗ

ସାଧନ ପ୍ରତି ଶିରା

ପ୍ରଶିରାରେ ଖେଳାଇ

 ଦିଏ ରକ୍ତର ପ୍ରବାହ

ସୂର୍ଯ୍ୟ ନମସ୍କାରରୁ

 ହୁଅଇ ପ୍ରାରମ୍ଭ

ପ୍ରାଣାୟାମର ବିବିଧ

ଆସନ ଅଭ୍ୟାସ ବଳେ

ଉତ୍ତାଳ ଶ୍ବାସ କ୍ରୀୟାକୁ

 ହୁଅଇ ନିୟନ୍ତ୍ରଣ

ଅଙ୍ଗ ପ୍ରତ୍ୟଙ୍ଗ ଲୋଭଇ ସୁସ୍ଥ

ଖୋଲା ସ୍ଥାନ ଯୋଗର

 ପ୍ରକୃତ ଆଳୟ

ସେହି ସ୍ଥଳେ ଉପବିଷ୍ଠ

ହୋଇ କଲେ ଯୋଗ

ମିଳଇ ସଂଜିବନୀର

 ସ୍ୱରୂପ ଅମ୍ଳଜାନ

ଅଟଇ ସେ ରୋଗ

ପ୍ରତିରୋଧକ ଶକ୍ତିର

 ଆମନ୍ତ୍ରକ

ତାହାରି ବଳେ କରିହୁଏ

ସୁସ୍ଥମୟ ଜୀବନ ଯାପନ

ରଖଇ ମସ୍ତିଷ୍କ ଓ ମନକୁ

 ନିର୍ମଳ ସୁସ୍ଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational