STORYMIRROR

Amita Dash

Abstract Comedy Romance

3  

Amita Dash

Abstract Comedy Romance

ଯୋଡି

ଯୋଡି

1 min
226


ମୁଁ ଢେଙ୍କେଣିି କି ତୁ ଢେଙ୍କଣା।

ଠାକରା ଗାଲରେ ରସିିିକିଆ ଚୁମା।

କୁଆଡ଼େ ଯାଇଥିଲୁ ଏତେଦିନ ହେଲା ରେ ପବନା।

ପୋଅଜ ଦଉଚୁ ମୋବାଇଲରେ ଫଟ ଉଠାଉଚୁ।

ମୋ ବୋଉ ହାବୁଡ଼ରେ ସତିଆନାଶିଆ ପଡ଼ିଲେ ଗଲା।

ମୋ ବୋଉ ରାଗିଗଲେ କାହାର ନୁହଁ ଜାଣିଥା।

ଛାଡିଯିବ ସବୁ ତୋ ପେଖେନା।

ଶୁଖିଲା ସୁହାଗ ତୋ ବୋଉ ପାଖରେ ରଖି କର କିଛି କାମଧନ୍ଦା।

ଏସନ କରୋନା ହଟିଲେ ତୋ ବାପାକୁ ଆମ ଘର ପଠା।

ହେଳା କରିବୁନି ଯମା।

ମୋ ବୋଉ ନହେଲେ ଆଉ ଠାଏ କରିଦେବ ମୋର ବାହା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract