STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଯନ୍ତ୍ରଣା

ଯନ୍ତ୍ରଣା

1 min
191


ଯନ୍ତ୍ରଣାରୁ ଜାତ ବେଦନା

ଅବଶ ଶରୀରର ଅବ୍ଯକ୍ତ

ନିୟନ୍ତ୍ରଣ ହୀନ ଭାଷା

ରୋଗ ଗ୍ରସ୍ଥ ଶରୀର

ସଦାଯନ୍ତ୍ରଣା ଜର୍ଜରିତ 

ବ୍ଯଥାର ସମାହାର ମଳିନ ମନର 

ଲୋତକ ପ୍ଳାବିତ ଅପ୍ରସିମିତ

ଦୁଃଖର ଅବାଞ୍ଛିତ ଛାୟା

ଯନ୍ତ୍ରଣାର ଖିଅ ଜୀବନ

ଗତିପଥରେ ଏକ 

ଅପ୍ରକାଶିତ ସ୍ବର ବଦଳାଇ

ଦିଏ ଜୀବନର ଗତିପଥ

ଅଶବ ଶରୀର ହୋଇଯାଏ

କାର୍ଯ୍ୟ ହୀନ ଏକ ପଙ୍ଗୁ

ମଳିନ ପଡିଯାଏ ଚେହେରା

ହୋଇ ଯାଏ କାର୍ଯ୍ୟ ହରା

ଗଳିତ ପତିତ ହୋଇ ଯାଏ

ଜୀବନ ଗତିପଥର ରେଖା

ମୂମୁର୍ଷିତ ହୋଇଯାଏ

 ଅସହାୟା 

ଚତୁର୍ଦ୍ଦିଗ ଛାଇଯାଏ

ଅନ୍ଧାରର ଛାୟା

କହିହୁଏନା ଯନ୍ତ୍ରଣାର

  ମରମବ୍ଯଥା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational