STORYMIRROR

kahnu charan sahu

Abstract

2  

kahnu charan sahu

Abstract

ଯନ୍ତ୍ରଣା

ଯନ୍ତ୍ରଣା

1 min
133


ମୁଁ ବିଶ୍ବାସ କରେ


ତୋ ସାମ୍ନାରେ ଅବ୍ୟକ୍ତ କୋହକୁ 


ଉତ୍ତାରେ ବୋଲି


ତୁ ଅହମିକା ସାଜି 


କ୍ଷତାକ୍ତ କରୁ,


ମୋ ମାନସାଙ୍କକୁ 


ବୁଝିବା ବଦଳରେ


ଯନ୍ତ୍ରଣା ଉପହାର ଦେଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract