STORYMIRROR

Sudhashree Bhattamisra

Inspirational

3  

Sudhashree Bhattamisra

Inspirational

ଯନ୍ତ୍ରଣା

ଯନ୍ତ୍ରଣା

1 min
161

ଚିରସ୍ଥାୟୀ କ୍ଷତକୁ ମୋ ମଲମ ନାହିଁ

ସେଥିପାଇଁ ତ ଯନ୍ତ୍ରଣା ଦୀର୍ଘାୟୁ ହୁଏ

ସୂର୍ଯ୍ୟ ସିନା ଲୁଚିଯାଏ ବାଦଲ ଆଢୁଆଳରେ

ପୁଣି ସୂର୍ଯ୍ୟ ବି ତ ଆଉ ଥରେ ଉଭା ହୁଅନ୍ତି

ସେ ପ୍ରଭାହୀନ ହୁଅନ୍ତି ନାହିଁ

ସେମିତି ମୋ ଯନ୍ତ୍ରଣା କେମିତି

ଚିରସ୍ଥାୟୀ ହେବ

ମୋ ଯନ୍ତ୍ରଣା ବି

ମେଘ ହେଲେ

ମୁଁ ସୁରୁଜ

ଅପସରି ଯିବ

ମୁଁ ଆଉ ଥରେ ଉଇଁବି

ଯେଉଁଠି ଥିବ ଖାଲି

ଆଶାର ଝଲକ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Inspirational