STORYMIRROR

kahnu charan sahu

Abstract

2  

kahnu charan sahu

Abstract

ଯେତିକି ଆପଣାର ଭାବେ

ଯେତିକି ଆପଣାର ଭାବେ

1 min
107

ଏ ଜୀବନଟା ଲାଗେ ସତେ ଅଭିଶପ୍ତମୟ

ଯାହାକୁ ଯେତିକି ଆପଣାର ଭାବେ

ସେ ସେତିକି ଫେରିଯିବାର ଦେଖାଏ ଭୟ,

ନା କେହି କେବେ ବୁଝିପାରିଲେ 

ମୋ ସ୍ନେହ, ପ୍ରେମ, ବନ୍ଧୁତା 

ହୃଦୟକୁ ବୁଝିବା ବଦଳରେ 

ହୃଦୟ ସହ ଖେଳିଲେ

କାହିଁକି କେ ଜାଣି ମୋ ସହ 

ସବୁବେଳେ ଏମିତି ହିଁ ଘଟେ

ଯାହାକୁ ଯେତିକି ନିଜର ମଣେ

ସେ ଆଘାତ ଦିଏ ଅଳପ ବାଟେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract